ବଜାଜ ଫାଇନାନ୍ସ, ଆରବିଏଲ ଓ ୟୁନିୟନ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର ଜରିମାନା

0 124

ମୁମ୍ୱାଇ : ବଜାଜ ଫାଇନାନ୍ସ,ଆରବିଏଲ୍ ବ୍ୟାଙ୍କ ଏବଂ ୟୁନିୟନବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଜରିମାନାଲଗାଇଛି ରିଜର୍ଭ ବ୍ୟାଙ୍କ ନିୟମାବଳୀ ପାଳନ ନକରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।ବଜାଜ ଫାଇନାନ୍ସ ଉପରେ୮.୫୦ଲକ୍ଷ ଟଙ୍କା, ୟୁନିୟନ ବ୍ୟାଙ୍କ ଅଫ୍ଇଣ୍ଡିଆ ଉପରେ ୧ କୋଟି ଟଙ୍କାଏବଂ ଆରବିଏଲ୍ ବ୍ୟାଙ୍କ ଉପରେ୬୪ ଲକ୍ଷ ଟଙ୍କାର ଜରିମାନାଲଗାଯାଇଛି । ୟୁନିୟନ ବ୍ୟାଙ୍କ ଅଫ୍ଇଣ୍ଡିଆ କେତେକ ନିର୍ଦେଶାବଳୀପାଳନ କରିନଥିଲା । କେତେକ ପ୍ରକଳ୍ପପାଇଁ ବ୍ୟାଙ୍କ ଏକ ରିଅଲ ଇଷ୍ଟେଟକମ୍ପାନିକୁ ମିଅ ।ଦୀ ଋଣ ଦେଇଥିଲାଏବଂ ଏହି କ୍ଷେତ୍ରରେ ବ୍ୟାଙ୍କ ପ୍ରକଳ୍ପବିଷୟରେ ବିଶେଷ ଅନୁସନ୍ଧାନକରିନଥିଲା । ଯେଉଁ ପ୍ରକଳ୍ପ ପାଇଁପାଙଋି ପାରିତ ହୋଇଛି ସେଥିରେ ରାଜସ୍ୱରକୌଣସି ନିର୍ଦ୍ଦିଷ୍ଟ ଉତ୍ସ ଅଛି କି ନାହିଁତାହା ଯାଞ୍ଚ କରାଯାଇ ନଥିଲା ।ଏଥିରେ ଆରବିଆଇ ଦ୍ୱାରା ଧାର୍ଯ୍ୟଗାଇଡ ଲାଇନକୁ ପାଳନ କରାଯାଇନଥିଲା । ଅନ୍ୟ ପକ୍ଷରେଏନବିଏଫସିରେ ଠକେଇ ଉପରେନଜର ରଖିବା ପାଇଁ ଉଦ୍ଦିଷ୍ଟନିଦେ୍ର୍ଦଶ ପାଳନ ନ କରିବା ଏବଂକେତେକ ଜାଲିଆତିସଂପର୍କରେ ରିଜର୍ଭ ବ୍ୟାଙ୍କକୁସୂଚନା ନ ଦେବା ପାଇଁ ବଜାଜଫାଇନାନ୍ସ ଲିମିଟେଡ ଉପରେ୮.୫ ଲକ୍ଷ ଟଙ୍କାର ଜରିମାନାବସାଯାଇଛି । ସେହିପରିଆରବିଏଲ ବ୍ୟାଙ୍କ ମଧ୍ୟ କେତେକନିୟମ ପାଳନ କରିନଥିଲା ।

Leave A Reply

Your email address will not be published.