୨୬ ସପ୍ତାହ ପରେ ହୋଇପାରିବନି ଗର୍ଭପାତ

0 151

ନୂଆଦିଲ୍ଲୀ,୧୬ା୧୦: ସୁପ୍ରିମକୋର୍ଟସୋମବାର ଜଣେ ବିବାହିତା ମହିଳାଙ୍କୁ ତାଙ୍କ୨୬ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତିଦେବାକୁ ମନା କରି ଦେଇଛନ୍ତି । କାରଣତାଙ୍କ ଗର୍ଭସ୍ଥ ଶିଶୁ ସୁସ୍ଥ ଅଛି ଏବଂ ଏମ୍ସମେଡିକାଲ ବୋର୍ଡ ମଧ୍ୟ ଏଥିରେ କୌଣସିଜଟିଳତା ନଥିବା କହିଛି । ପ୍ରଧାନବି·ରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି, ଦୁଇପିଲାର ମାଆ ମହିଳାଙ୍କ ଗର୍ଭଧାରଣକରିବାର ୨୬ ସପ୍ତାହରୁ ଅଧିକ ସମୟହେଇଗଲାଣି । ତେଣୁ ଗର୍ଭପାତ କରାଇବାକୁସର୍ବାଧିକ ଡ଼ାକ୍ତରୀ ସମୟସୀମା ଶେଷହୋଇଥିବାରୁ ତାଙ୍କୁ ଗର୍ଭପାତକରାଇବାକୁ ଅନୁମତି ପୃଷ୍ଠା ୭ ଦେଖନ୍ତ

Leave A Reply

Your email address will not be published.