କେନ୍ଦ୍ରାପଡ଼ା, ( ଡି କେ ନୁ୍ୟଜ) :ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ୭୮ତମଜନ୍ମଦିବସ ଉପଲକ୍ଷେ କେନ୍ଦ୍ରାପଡାରଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧବଳଦେବଜୀଊଙ୍କ ସିଂହଦ୍ୱାରାସମ୍ମୁଖରେ ୭୮ଟି ଦୀପ ଦାନକରାଯାଇଥିଲା । କେନ୍ଦ୍ରାପଡାପୈାରାଧ୍ୟକ୍ଷା ସରିତା ସାହୁଙ୍କନେତୃତ୍ୱରେ ଶତାଧିକ ମହିଳା ଓପୁରୁଷମାନେ ଏହି କାର୍ଯ୍ୟକ୍ରମରେଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକଙ୍କ ଦୀର୍ଘ ସୁସ୍ଥ ଓନିରାମୟ ଜୀବନ କାମନାକରିଥିଲେ । ଅନ୍ୟମାନଙ୍କ ମଧ୍ୟରେପୂର୍ବତନ ନଗରପାଳ ଧିରେନ ସାହୁ,ପୂର୍ବତନ କାଉନସିଲର ହିରଣ୍ୟପଣ୍ଡା, ବିଜେଡି ସାଂଗଠନିକସମ୍ପାଦକ ରଞ୍ଜିତ କୁମାର ସାହୁ,ନଗର ସଭାପତି ଯଯାତିକେଶରୀମହାନ୍ତି, ଛାତ୍ର ସଭାପତି ପ୍ରଦିପସାହୁ, କାଉନସିଲର ନିରାକାରସ୍ୱାଇଁ, ଉମେଶ ଚନ୍ଦ୍ର ନାୟକ, ବିଜୟପତି, ରେବତୀରମଣ ଦାସ, ରାଜେଶପଣ୍ଡା, ଜ୍ୟୋତିର୍ମୟୀ ମହାପାତ୍ର,ସ୍ୱପ୍ନାରାଣୀ ସିଂ ପ୍ରମୁଖ ଉପସ୍ଥିତ ରହିମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ସୁସ୍ଥ ଓ ନିରାମୟଜୀବନ କାମନା କରିଥିଲେ ।ଏଥିସହିତ ଇନ୍ଦୁପୁର ଠାରେ ଏକସ୍ୱେଛାକୃତ ରକ୍ତଦାନ ଶିବିରରଆୟୋଜନ ହୋଇଥିବା ବେଳେତରାପୁର ଠାରେ ବୃକ୍ଷରୋପଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।