ଦେଶକୁ ମିଳିଲା ପ୍ରଥମ ରାପିଏଡେକ୍ସ ଟ୍ରେନ

0 141

ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଥମରାପିଡ୍ଏକ୍ସ ଟ୍ରେନ୍ । ସୁଦୃଢ ହେବଦେଶର ଆଞ୍ଚଳିକ ଯୋଗାଯୋଗକ୍ଷେତ୍ର । ଏହାସହ ପରିବର୍ତ୍ତନ ଆଣିବରାପିଡଏକ୍ସ ଟ୍ରେନ୍ “ନମୋଭାରତ’ । ପ୍ରଥମ ପର୍ଯ୍ୟାୟରେ
ଦିଲ୍ଲୀ-ଗାଜିଆବାଦ-ମେରଟଆରଆରଟିଏସ୍ କରିଡରରେଗଡିବ । ଯାହାକୁ ଉଦଘାଟନକରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଉତ୍ତରପ୍ରଦେଶ ସାହିବାବାଦଷ୍ଟେସନରେ ରାପିଡ୍ଏକ୍ସ ଟ୍ରେନ୍”ନମୋ ଭାରତ’ର ଶୁଭାରମ୍ଭକରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଆଞ୍ଚଳିକ ଯୋଗାଯୋଗକୁ ଆହୁରି ମଜବୁତକରିବା ପାଇଁ ଏହି ନୂତନ ଟ୍ରେନର ବ୍ୟବସ୍ଥା କରାଯାଇଛି । ଆରଆରଟିଏସ୍ ବାରାପିଡ୍ ଟ୍ରାଂଜିଟ୍ ସିଷ୍ଟମ୍ ଏକ ନୂତନ ରେଳ ବ୍ୟବସ୍ଥା । ଏହା ସେମି-ହାଇସ୍ପିଡ୍ ଓହାଇ ଫ୍ରିକ୍ୱେନ୍ସି ଯୁକ୍ତ ଏକ କମ୍ପୁ୍ୟଟର ଟ୍ରାଞ୍ଜିଟ୍ ପ୍ରଣାଳୀ । ଦିଲ୍ଲୀ-ଗାଜିଆବାଦ-ମିରଟ ୮୨ କିଲୋମିଟର ଲମ୍ବାକରିଡରକୁ ୧ଘଣ୍ଟାରୁ କମ୍ସମୟରେ ପୁରା କରିବ ନମୋଭାରତ ଟ୍ରେନ୍ ।ଏହାଦ୍ୱାରା ସହରସହରଭିତରେ ଯୋଗାଯୋଗ କମ୍ସମୟରେ ହୋଇପାରିବ । ପ୍ରଥମପର୍ଯ୍ୟାୟରେ ଦିଲ୍ଲୀରେ ଆରମ୍ଭହୋଇଥିବାବେଳେ ଆଗାମୀଦିନରେ ଆଗାମୀ ଦିନରେସାରା ଦେଶରେ ଗଡିବରାପିଡଏକ୍ସ । ଏଥିରୁ ସ୍ପଷ୍ଟ ଯେ,ଏଣିକି ୧୭ କିଲୋମିଟରକୁଲାଗିବ ମାତ୍ର ୧୨ ମିନିଟ ସମୟ ।

Leave A Reply

Your email address will not be published.