କୁମାର ପୁର୍ଣିମା ଚନ୍ଦ୍ର ଗ୍ରହଣ ରେ ଏହି 3ଟି ରାଶି ପାଇଁ ଶୁଭ ସମୟ

0 135

* ମିଥୁନ ରାଶି :
ମିଥୁନ ରାଶିର ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏହା ଗୋଟିଏ ଶୁଭ ସମୟ l ସମସ୍ତ ଅସୁବିଧା ଦୂର ହୋଇଯିବ l କ୍ୟାରିଅର ରେ ଉନ୍ନତି ହେବା ସହ ଚାକିରିଆ ମାନଙ୍କର ବେତନ ବୃଦ୍ଧି ହେବ l ରୋଗ ବୈରାଗ ଦୂର ହେବ, ମାନସିକ ଚାପ ଦୂର ହେବ, ଧନ ବୃଦ୍ଧି ହେବାର ଯୋଗ ରହିଛି l
* କନ୍ୟା ରାଶି :
କନ୍ୟା ରାଶିର ବ୍ୟକ୍ତି ଙ୍କ ପାଇଁ ଗୋଟିଏ ଶୁଭ ସମୟ ଅଟେ l ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ମିଳିବ l ଚାକିରୀ କ୍ଷେତ୍ରରେ ସହଯୋଗ ମିଳିବ l ପ୍ରାପର୍ଟି କ୍ରୟ ରେ ମଧ୍ୟ ସହଯୋଗ ମିଳିବ l
* କୁମ୍ଭ ରାଶି : ଆପଣ ପ୍ରତ୍ୟେକ ମାମଲା ରେ ଶୁଭ ପରିଣାମ ପାଇବେ l ଜୀବନ ସୁଖ ସମୃଦ୍ଧି ରେ ଭରିଯିବ l ଚାକିରୀ , ବ୍ୟବସାୟ କ୍ଷେତ୍ରରେ ସକାରାତ୍ମକ ପରିଣାମ ମିଳିବ l ଧନ ବୃଦ୍ଧି ହେବ l

ଅଶ୍ୱିନ ମାସର ପୂର୍ଣ୍ଣିମା କୁ କୁମାର ପୂର୍ଣ୍ଣିମା ବୋଲି କୁହାଯାଇ ଥାଏ l ଏହି ଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ l ଚଳିତ ଥର କୁମାର ପୂୂର୍ଣ୍ଣିମା ଅକ୍ଟୋବର ୨୮ ତାରିଖ ପାଳିତ ହେବ l କିନ୍ତୁ ଏହିଦିନ ଚନ୍ଦ୍ର ଗ୍ରହଣ ଲାଗୁଥିବା କାରଣ ରୁ ରାତ୍ରି ସମୟ ରେ ଚନ୍ଦ୍ର ପୂଜା ବର୍ଜନୀୟ ଅଟେ l ବିଶେଷ ଭାବେ ଏହିଦିନ କୁମାରୀ ଝିଅ ମାନେ ଭାବି ସ୍ୱାମୀ ଏବଂ ଭାଇ ମାନଙ୍କ ଉଦେଶ୍ୟ ରେ ସକାଳ ସୂର୍ଯ୍ୟ ଦେବ ଓ ସନ୍ଧ୍ୟା ସମୟରେ ଚନ୍ଦ୍ର ପୂଜା କରାଯାଇ ଥାଏ lଚଳିତ ଥରର ଚନ୍ଦ୍ର ଗ୍ରହଣ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଅଟେ l ଭାରତ ରେ ଲାଗୁଥିବା ଏହି ଚନ୍ଦ୍ର ଗ୍ରହଣ ଗୋଟିଏ ଦୁର୍ଲଭ ସଂଯୋଗ ରେ ଲାଗିବ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ସହିତ କୁମାର ପୂର୍ଣ୍ଣିମା ଏବଂ ଗଜ କେଶରୀ ଯୋଗ ରହିଛି l ଏହି ସଂଯୋଗ ୩୦ ବର୍ଷ ପରେ ଘଟିଛି l ଏହି ସଂଯୋଗ ଦ୍ୱାରା ୪ ଟି ରାଶି ପାଇଁ ଖୁବ ଶୁଭ ସଂଯୋଗ ଅଟେ l

Leave A Reply

Your email address will not be published.