ଭୁବନେଶ୍ୱର,୩ା୧୧(ଡିକେ ନୁ୍ୟଜ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଦ୍ୱାରା ପରି·ଳିତପ୍ରଶାସନିକ ସେବା ପରୀକ୍ଷା (ସିଏସ୍ଇ)-୨୦୨୨ରେ
କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ଗୁରୁବାର କେନ୍ଦ୍ରସରକାରଙ୍କ କାର୍ମିକ ଓ ତାଲିମ କ୍ୟାଡର ଆବଣ୍ଟନ କରିଛି ।ମୋଟ ୧୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣଙ୍କୁ ଓଡ଼ିଶା କ୍ୟାଡର
ମିଳିଛି । ସେମାନେ ହେଲେ ଉତ୍ତର ପ୍ରଦେଶର ପ୍ରତୀକ୍ଷାଅଗ୍ରୱାଲ, ଓଡ଼ିଶାର ପ୍ରଣିତା ଦାସ, କସ୍ତୁରୀ ପଣ୍ଡା,ତେଜସ୍ୱିନୀ ବେହେରା, ନାଗାଲାଣ୍ଡର ୟିମକୁମ ଆଇଓଜୁକାମ, ମହାରାଷ୍ଟ୍ରର ଦୁଧାଲ ଅଭିଷେକ,କେରଳର ଅଶ୍ନୀ ଏ.ଏଲ୍, ତାମିଲନାଡୁର ସି.ସରାଭାନନ । ଅନ୍ୟପକ୍ଷରେ ଓଡ଼ିଶାର ଦୁର୍ଗା ପ୍ରସାଦଅଧିକାରୀ ଏବଂ ଶୁଭଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆଙ୍କୁ ଯଥାକ୍ରମେ
ଓ ତାମିଲନାଡୁ କ୍ୟାଡର ମିଳିଛି ।
ସିଭିଲ ସର୍ଭିସ୍ : ୮ ଜଣଙ୍କୁ ମିଳିଲା ଓଡ଼ିଶା କ୍ୟାଡର
Prev Post