କେସିଙ୍ଗା ମୁସଲିମ ସମାଜ ପକ୍ଷରୁ ଆତଙ୍କବାଦ ବିରୋଧରେ କଲା ପଟି ପରିଧାନ ସଭା ଆୟୋଜିତ

0 68
କେସିଙ୍ଗା : ଭାରତ ର ମିନି ସ୍ଵାଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀ ଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧ ରେ ଆଜି କେସିଙ୍ଗା ମୁସଲିମ ସମାଜ ପକ୍ଷରୁ କେସିଙ୍ଗା ମସଜିଦ ଠାରେ  ପଟି ପରିଧାନ କରି ଏକ ସଭା ଆୟୋଜିତ କାରଗାଲା , ଏହି ସଭା ରେ ସଭାପତି ଜାକିର ହୁସେନ ଙ୍କ ନେତୃତ୍ୱରେ ମୁତ ପର୍ଯ୍ୟଟକ ଙ୍କ ଆତ୍ମା ର ସତଗତି ନିମନ୍ତେ ପାର୍ଥନା କରିଥିଲେ / ପହଁଲଗାମ ଘଟଣା ର ଦୋଷୀ କୁ ପ୍ରାଣ ଦଣ୍ଡ ସହ କଠୋର ଦଣ୍ଡ ଦେବାକୁ କେନ୍ଦ୍ର ସରକାର ଙ୍କ ନିକଟରେ ଦାବି କରିଛନ୍ତି /ଏହି ସଭା ରେ ଉପସ୍ଥିତ ଥିଲେ କେସିଙ୍ଗା ମୁସଲିମ ସମାଜ ର ସମ୍ପାଦକ ଅବଦୁଲ ହମିଦ ,ଡ଼କ୍ଟର ଏହାସହନ ଖାଁନ ,ଅନୁ ହୁସେନ ,ଛୋଟୁ ଖାନ,ମହମ୍ମଦ  ଆୟୁବ ଖାନ ଓ ସମାଜ ର ପ୍ରମୁଖ ସଦସ୍ୟ ଗଣ,
Leave A Reply

Your email address will not be published.