ସମାଜସେବୀ ଙ୍କ ଦେହାନ୍ତ

0 69

କଟକ : ପୂର୍ବତନ ରେଳ କର୍ମଚାରୀ ତଥା ସମାଜସେବୀ ସୁରପ୍ରସାଦ ବିଶ୍ୱାଳ ଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଶନିବାର ଦିନ କଟକ ମହାନଦୀ ବିହାର ବାସ ଭବନ ରେ ହୋଇ ଯାଇଛି l ସେ ଜଣେ ମିଷ୍ଟଭାଷୀ, ପରପୋକାରୀ ବଦାନ୍ଯ ବ୍ୟକ୍ତି ଥିଲେ, ମୃତ୍ଯୁବରଣ ପୂର୍ବ ରୁ ଛପଡା ଗ୍ରାମ ରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ପଚାଶ ହଜାର ଟଙ୍କାର ଦାନ କରିଥିଲେ l ମୃତ୍ୟୁ ବରଣ ସମୟ ରେ ନିଜର ପୁଅ ବୋହୁ ଝିଅ ଜୁଆଇଁ, ଭାଇ ଭଉଣୀ ଉପସ୍ଥିତ ଥିଲେ l ସ୍ୱର୍ଗତ ବିଶ୍ୱାଳ ଛପଡ଼ା ଗ୍ରାମ ପାଇଁ ପ୍ରେରଣା ଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.