+୨ ବିଜ୍ଞାନ / ବାଣିଜ୍ୟ ପରୀକ୍ଷାରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୀଳକଣ୍ଠ ନଗରର ରେକର୍ଡ ୧୦୦% ସଫଳତା ସହ ୯୦%ରୁ ଉର୍ଦ୍ଧ୍ବରେ ବିଜ୍ଞାନରେ ୧୨୯ ଓ ବାଣିଜ୍ୟରେ ୩୦ ପରୀକ୍ଷାର୍ଥୀ ସହ ରାଜ୍ୟରେ ପ୍ରଥମ l

୨୧-୦୫-୨୦୨୫ରିଖ ଦିନ ପ୍ରକାଶିତ ହୋଇଥିବା +୨ ବିଜ୍ଞାନ ଓ ବାଣିଜ୍ୟ ବୋର୍ଡ ପରୀକ୍ଷା ଫଳରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୂତପୂର୍ବ ଉଲ୍ଲେଖନୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ପୂର୍ବ ୧୬ବର୍ଷର ରେକର୍ଡକୁ ବଜାୟ ରଖୁଛନ୍ତି ।ଆଜି ପ୍ରକାଶିତ ହୋଇଥିବା +୨ ବିଜ୍ଞାନ ବୋର୍ଡ ପରୀକ୍ଷାଫଳରେ ମୋଟ ୫୬୮ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୨୯ ଜଣ ଛାତ୍ରଛାତ୍ରୀ ୯୦% ଉଦ୍ଧ । Ist division ରେ ୫୫୩ ଜଣ ଛାତ୍ରଛାତ୍ରୀ 2nd division ରେ ୧୪ ଜଣ ଓ 3rd division ରେ ୧ ଜଣ ଉର୍ଶ ହୋଇ ପୂର୍ବ ୧୬ ବର୍ଷର ସଫଳତା ରେକର୍ଡକୁ ବଜାୟ ରଖୁଛନ୍ତି । ବିଦ୍ୟାଳୟର ପ୍ରଥମ ସ୍ଥାନରେ ଶ୍ରୀୟାଲିସା ଦେବୀ ୫୭୮ (୯୬.୩୩%), ଦ୍ବିତୀୟ ସ୍ଥାନରେ ମିଲନ ଦାସ ମୋଟ ନମ୍ବର ୫୭୭ (୯୬.୧୭%), ତୃତୀୟ ସ୍ଥାନରେ ଆଲିଶା ଶତପଥ୍ ମୋଟ ୫୭୬ ନମ୍ବର (୯୬%), ଚତୁର୍ଥ ସ୍ଥାନରେ ମିଳିତ ଭାବେ ପ୍ରତିଭା ନାହାକ, ହରପ୍ରିୟା ରାଉତ ମୋଟ ୫୭୪ ନମ୍ବର (୯୫.୬୭%), ପ ମ ସ୍ଥାନରେ ମିଳିତ ଭାବେ ବିଶ୍ମୟ ପ୍ରଧାନ, କେଶବ ଚନ୍ଦ୍ର ପରିଡା ଓ ତାରା ପ୍ରଶାଦ ଶ୍ବର ମୋଟ ୫୭୨ ନମ୍ବର (୯୫.୩୩%), ଷଷ୍ଠ ସ୍ଥାନରେ ଭାଗ୍ୟଶ୍ମିତା ପାଢ଼ୀ ମୋଟ ୫୭୧ ନମ୍ବର (୯୫.୧୭ %), ସପ୍ତମ ସ୍ଥାନରେ ଜ୍ୟୋତି ପ୍ରକାଶ ମହାନ୍ତି ମୋଟ ୫୭୦ ନମ୍ବର (୯୫%), ଅଷ୍ଟମ ସ୍ଥାନରେ ମିଳିତ ଭାବେ ଶିବ ଚରଣ ରାନା, ଶିବରାମ ପ୍ରଧାନ ଓ ରୋହିତ କୁମାର ଜେନା ମୋଟ ୫୬୮ ନମ୍ବର (୯୪.୬୭%), ନବମ ସ୍ଥାନରେ ମିଳିତ ଭାବେ ମନଶ୍ମିତା ପଟ୍ଟନାୟକ, ଶୌମ୍ୟ ଶୌରଭ ନାୟକ, ଅଭିଶେକ ସାହୁ ଓ ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ମୋଟ ୫୬୭ ନମ୍ବର (୯୪.୫%) ଓ ଦଶମ ସ୍ଥାନରେ ମିଳିତ ଭାବରେ ଗ୍ୟାନେସ ସାହୁ, ଶଶାଙ୍କ ରଞ୍ଜନ ରଥ, ଗାୟତ୍ରୀ ମହାପାତ୍ର ଓ ଲିପ୍ପା ମହାନ୍ତି ମୋଟ ୫୬୬ ନମ୍ବର (୯୪.୩୩%), ସେହିଭଳି ବାଣିଜ୍ୟରେ ମୋଟ ୧୬୫ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୦ ଜଣ ଛାତ୍ରଛାତ୍ରୀ ୯୦% ଉଦ୍ଧ । Ist division ରେ ୧୪୬ ଜଣ ଛାତ୍ରଛାତ୍ରୀ 2nd division ରେ ୧୮ ଜଣ ଛାତ୍ରଛାତ୍ରୀଉଣ୍ଣ ହୋଇ ପୂର୍ବ ୧୨ ବର୍ଷର ସଫଳତା ରେକର୍ଡକୁ ବଜାୟ ରଖୁଛନ୍ତି। ଆମ୍ଭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରୀୟାଶୀ ଗିତିରଞ୍ଜନି (୯୫.୧୭ %) ମୋଟ ୫୭୧ ନମ୍ବର ରଖ୍ ପ୍ରଥମ ସ୍ଥାନ, ଦ୍ବିତୀୟ ସ୍ଥାନରେ ରେନୁକା କୁମାରୀ ସାହାନୀ ମୋଟ ୫୬୮ ନମ୍ବର( ୯୪.୬୭%), ତୃତୀୟ ସ୍ଥାନରେ ରେଶନୀ ଅଗ୍ରବାଲ ମୋଟ ୫୬୩ ନମ୍ବର (୯୩.୮୩%), ଚତୁର୍ଥ ସ୍ଥାନରେ ଧନଶ୍ରୀ ଦଳାଇ ମୋଟ ୫୬୨ ନମ୍ବର (୯୩.୬୭%), ପ ମ ସ୍ଥାନରେ ଦିପାଲୀ ବିଶୋଇ ମୋଟ ୫୬୧ ନମ୍ବର (୯୩.୫%), ଷଷ୍ଟ ସ୍ଥାନରେ ମିଳିତ ଭାବେ କୋମଲ ସୁବୁଦ୍ଧି ଓ ଲକ୍ଷ୍ମଣ ପଣ୍ଡା ମୋଟ ୫୫୯ ନମ୍ବର ( ୯୩.୧୭%), ସପ୍ତମ ସ୍ଥାନରେ ମିଳିତ ଭାବେ ଅତୁଲ୍ୟ ଗୌରଭ ପାଢ଼ୀ ଓ ସୁଦ୍ଧା ସୁପ୍ରିୟା ବେହେରା ମୋଟ ୫୫୭ ନମ୍ବର ( ୯୨.୮୩%), ଅଷ୍ଟମ ସ୍ତାନରେ ମିଳିତ ଭାବେ ଜାହ୍ନଭୀ ଚିରିପାଲ ଓ ଗୁରସେନ କୌର ମୋଟ ୫୫୫ ନମ୍ବର (୯୨.୫୦%), ନବମ ସ୍ଥାନରେ ଦେବାଶିସ ବାରାଡ ମୋଟ ୫୫୩ ନମ୍ବର (୯୨.୧୭%) ଓ ଦଶମ ସ୍ଥାନରେ ପ୍ରତିକ୍ଷ୍ୟା ପଣ୍ଡା ମୋଟ ୫୫୨ ନମ୍ବର ( ୯୨%) ରଖ୍ ଅନୁଷ୍ଠାନର ପୂର୍ବ ଗୌରବକୁ ବଜାୟ ରଖୁଛନ୍ତି ।  ବିଦ୍ୟାଳୟର ଶିଶୁମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଡ. ଜୀବାନନ୍ଦ ତ୍ରିପାଠୀ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ସଦସ୍ୟା ଶ୍ରୀମତି ପ୍ରଣତି ସାମଲ ଓ ବାସନ୍ତି ବେହେରା ଉପଦେଷ୍ଟା ଡ.ଶ୍ରୀକାନ୍ତ ମହାପାତ୍ର, ଡ. ହରିକୃଷ୍ଣ ନାୟକ, ଶ୍ରୀମତୀ ମମତା ପାଣିଗ୍ରାହୀ, ଶ୍ରୀ ଧର୍ମରାଜ ସାହୁ, ଶ୍ରୀ ପୂର୍ଣଚନ୍ଦ୍ର ପଣ୍ଡା, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ସୁଦର୍ଶନ ପାଢ଼ୀ ଓ ଶ୍ରୀ ହରିକୃଷ୍ଣ ପାଢ଼ୀ ଓ ନିମନ୍ତ୍ରୀତ ସଦସ୍ୟ କେ. ଭେଙ୍କଟ ରାଓ, ରାଜେନ୍ଦ୍ର ଡାକୁଆ, ମହାବିଦ୍ୟାଳୟର ଅଧ୍ଯର ଶ୍ରୀ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ ଏବଂ ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
Comments (0)
Add Comment