୫୦୦ କୋଟିରୁ ଉର୍ଦ୍ଧ୍ୱ ଯୋଜନା ପାଇଁ “ଏନପିଜି ମଞ୍ଜୁରୀ ଜରୁରୀ

ଲଜିଷ୍ଟିକ୍ ଏବଂଯୋଗାଯୋଗ (କନେକ୍ଟିଭିଟି) ସହଜଡିତ ମୌଳିକ ଭିତ୍ତିଭୂମି ସହ ଜଡିତ୫୦୦ କୋଟି ଟଙ୍କାରୁ ଅଧିକ ସବୁଯୋଜନା ପାଇଁ ଏବେ ପିଏମ ଗତିଶକ୍ତିଯୋଜନା ଅଧିନରେ ଗଠିକ ନେଟୱାର୍କଯୋଜନାର ସଂଗଠନ (ଏନପିଜି)ରୁମଞ୍ଜୁରୀ ନେବାକୁ ପଡିବ । ଜଣେଅଧିକାରୀଙ୍କ ବାୟନକୁ ଆଧାର କରିଇଣ୍ଡିଆ ଟିଭି ଏନେଇ ରିପୋର୍ଟ ପ୍ରକାଶକରିଛି । ଅର୍ଥ ମନ୍ତ୍ରଣାଳାୟ ଏନେଇଜରୁରୀ ନିର୍ଦ୍ଦେଶ ଜାରି କରିଛି । ଏପ୍ରିଲ୨୮ରେ ବ୍ୟୟ ବିଭାଗ ପକ୍ଷରୁ ଜାରିବିଜ୍ଞପ୍ତି ଅନୁସାରେ, ସାର୍ବଜାନୀନନିବେଶ ବୋର୍ଡ(ପିଆଇବି) ଏବଂଡିଲିଗେଟେଡ୍ ଇନଭେଷ୍ଟମେଣ୍ଟବୋର୍ଡ (ଡିଆଇବି) ପାଇଁପରିଯୋଜନା ପ୍ରସ୍ତାବ ସହ ଜଡିତଏକ ସଂଶୋଧିତ ଫର୍ମାଟ୍

ଜାରିକରାଯାଇଛି । ନୂଆ ପ୍ରକଳ୍ପଲଜିଷ୍ଟିକ୍ ଏବଂ ମୌଳିକ ଭିତ୍ତିଭୂମିସହ ଜଡିତ କି ନାହିଁ ଏବଂଏଲପିଜି ଏହାର ତଦନ୍ତକରିସାରିଛି ନାହିଁ ନେଇସଂଶୋଧିତ ଫର୍ମାଟରେ ତଥ୍ୟମଗାଯିବ । ଉଦ୍ୟୋଗ ଏବଂଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନବିଭାଗ (ଡି ିଆଇଆଇଟି) ଏକରାଷ୍ଟ୍ରୀୟ ମାଷ୍ଟାର ପ୍ଲାନ ଡିଜିଟାଲ ମଞ୍ଚପ୍ରସ୍ତୁତ କରିଛି । ଗତ ବର୍ଷ ପିଏମଗତିଶକ୍ତି ଯୋଜନା ଘୋଷଣାକରାଯାଇଥିଲା । ବିଭାଗୀୟକଠୋରୀକୁ ଭାଙ୍ଗିବା ଏବଂ ସାମଗ୍ରିକଏବଂ ସମନ୍ୱିତ ଯୋଜନା କାର‌୍ୟ୍ୟକାରୀକରିବା ଲକ୍ଷ୍ୟରେ ଗତିଶକ୍ତି ଯୋଜନାଆରମ୍ଭ କରାଯାଇଥିଲା । ଏହାରଉଦ୍ଦେଶ୍ୟ ବହୁ ମଡେଲ ଏବଂଅପହଞ୍ଚ ଅଞ୍ଚଳ ଯାଏଁ ଯୋଗାଯୋଗପ୍ରସଙ୍ଗର ସମାଧାନ ବାହାର କରିବା ।ଅଧିକାରୀ କହିଛନ୍ତି

bussnies
Comments (0)
Add Comment