ଅଵସର ପରେ ଭି.କେ ପାଣ୍ଡିଆନ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଡୁମାଣୁ ଖବର -: ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି ।ସିଧାସଳଖ ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

#Dumanikhabar #DumaniTv #VKPadiyana #Naveenpattnaik #New kabinetmantri #Dumanikhabar +
Comments (0)
Add Comment