ବ୍ରହ୍ମପୁର ପ୍ରେମିକାକୁ ଛୁରି ଭୂଷି ହତ୍ୟା କଲା ପ୍ରେମିକ

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ ଥିବା ପୁଷ୍ପାଞ୍ଜଳି ଗେଷ୍ଟ ହାଉସ ଜଣେ ଯୁବତୀଙ୍କୁ ହତ୍ୟା ହୋଇଛି । ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ପହଞ୍ଚି ଘଟଣା ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ପୁଲିସ କବଜାରେ ଅଭିଯୁକ୍ତ ରହିଥିବା ଜଣାପଡିଛି । ସୂଚନା ଅନୁଯାଇ ଆଜି ଦିନ ୧୧ ଟା ସମୟରେ ଯୁବତୀ ଜଣକ ନିଜ ପ୍ରେମିକା ସହ ନୁଆଁ ବସଷ୍ଟାଣ୍ଡ ଆଗରେ ଥିବା ପୁଷ୍ପାଞଳୀ ରେଷ୍ଟ ହାଉସ କୁ ଆସି 112 ନମ୍ବର ରୁମରେ ରହିଥିଲେ। ପରେ ପରେ ଯୁବକ ଜଣଙ୍କ ସେଠାରୁ ଏକା ଚାଲିଯାଇଥିଲା। ପରେ ସଂଧା ସମୟରେ ପୋଲିସ ଆସିଲା ପରେ ଜଣାପଡିଲା ଯେ ଯୁବକ ଜଣକ ତାର ପ୍ରେମିକାକୁ ଛୁରୀ ଭୁସି ହତ୍ଯାକରିଛି। ମୃତ ଯୁବତୀ ଜଣକ ଘର ଲାଞିପଲ୍ଲି ଅଞ୍ଚଳର ବୋଲି ଜଣାପଡିଛି। ପିୟା କୁମାରୀ ମହାରଣା। ଯୁବକ ଜଣକ ଅଭୟ ମହାରଣା।

Comments (0)
Add Comment