ରାଜ୍ୟରେ ୧୩୮୯ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର : ରାଜ୍ୟରେ ନୂଆ ୧୩୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି
Read More...

ଆସନ୍ତା ବର୍ଷ ଜୁନ ମାସରେ କରୋନା ଟିକା ଆଣିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜୁନ ମାସ ଭିତରେ ଲୋକଙ୍କ ପାଇଁ କରୋନା ଟିକା ଆଣିବ ଭାରତ ବାୟୋଟେକ । ଭାରତର ନିୟାମକ ସଂସ୍ଥା ଏନେଇ ଅନୁମତି ଦେଲେ ଖୁବଶିଘ୍ର ଟିକା ପ୍ରସ୍ତୁତ
Read More...

କରୋନାରେ ତାମିଲନାଡୁ କୃଷିମନ୍ତ୍ରୀଙ୍କ ଦେହାନ୍ତ

ତାମିଲନାଡୁ : ତାମିଲନାଡୁର କୃଷିମନ୍ତ୍ରୀ ଆର.ଦୋରାଇକାନୁଙ୍କ କରୋନାରେ ପରଲୋକ ହୋଇଛି । କୃଷିମନ୍ତ୍ରୀ ଆର. ଦୋରାଇକାନୁ କରୋନାରେ ସଂକ୍ରମିତ ଥିଲେ । କାବେରୀ
Read More...

କରୋନା ପ୍ରକୋପ

ବ୍ରିଟେନରେ ୧ ମାସ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ଲଣ୍ଡନ: ସାରା ଦୁନିଆରେ କରୋନା ମହାମାରୀ କମିବା ବଦଳରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।
Read More...

ଘରୋଇ ହସ୍ପିଟାଲରେ ଗଣଦୁଷ୍କର୍ମ ପରେ ହତ୍ୟା!

ଲକ୍ଷେ୍ନø: ଉତ୍ତରପ୍ରଦେଶର କୌଶାମ୍ବିରୁ ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଅଭିଯୋଗ । କୌଶାମ୍ବି ଜନପଦରେ ମଞ୍ଝନପୁର କୋତବାଲି ଅଞ୍ଚଳର ଏକ ଘରୋଇ
Read More...

ପୁଲୱାମା ସତ ବିରୋଧୀଙ୍କ ଅସଲ ଚେହେରା ଖୋଲି ଦେଇଛି : ମୋଦି

ପାଟଣା: ବିହାର ବିଧାନସଭା ପାଇଁ ଜାରି ରହିଛି ଜୋରଦାର ପ୍ର·ର । ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ପୁଣି ଗଢ଼ିବା ପାଇଁ ପିଏମ୍ ମୋଦି ଘନଘନ ପ୍ର·ର କରୁଛନ୍ତି । ରବିବାର
Read More...

କୋଭିଡ୍ କଟକଣାରେ ପାରଳାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରି ସାହି ଛକ ଠାରେ ଗତକାଲି ସନ୍ଧ୍ୟାରୁ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ପ୍ରଶାସନର ନିର୍ଦ୍ଦେଶକ୍ରମେ
Read More...

ପିଇବା ପାଣିର ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ

କୋଲନରା:- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତ ଅନକ।ବ।ଡି ଗ୍ରାମ ରେ ପିଇବା ପାଣି ର ଅସୁବିଧା ଦେଖିବାକୁ ମିଳିଛି । ଗ୍ରାମରେ ସର୍ବ ମୋଟ ପ୍ରାୟ 80 ଟି
Read More...

ସ୍ୱାଭିମାନ ଅଞ୍ଚଳରେ ଆଉ ପାଦେ ଆଗକୁ ବଢ଼ିଲା ବିଏସଏଫ ବାହିନୀ

ମାଲକାନଗିରି (ଡିକେ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆଉ ପାଦେ ଆଗକୁ ବଢ଼ିଲା ବିଏସଏଫ ବାହିନୀ। ଆଜି ସ୍ୱାଭିମାନ ଅଞ୍ଚଳର ଗୋରାସେତୁ
Read More...