ରାଜ୍ୟରେ ୮ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ
Read More...

ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁର ଲିଙ୍କ୍ ଉପରେ ତଦନ୍ତ କରିବ ସିବିଆଇ

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି । ସୁଶାନ୍ତ ସିଂଙ୍କ ମୃତ୍ୟୁ ଏବଂ ଦିଶା ସାଲିଆନଙ୍କ ମୃତ୍ୟୁ ସମ୍ପର୍କରେ ସିବିଆଇ
Read More...

ପାକିସ୍ତାନକୁ ନୂଆ ଟ୍ୟାଙ୍କର ଟେକ୍ନୋଲୋଜିରେ ସାହାଯ୍ୟ କରୁଛି ଚୀନ୍

ନୂଆଦିଲ୍ଲୀ : ଚୀନ୍ ଲଦାଖ ସୀମାରେ କ୍ରମାଗତ ଭାବରେ ପ୍ରତାରଣା କରିଚାଲିଛି । କିନ୍ତୁ ଭାରତୀୟ ଯବାନମାନେ ଏହାର ଉପଯୁକ୍ତ ଜବାବ ଦେଉଛନ୍ତି । ସେପଟେ ଚୀନ୍ର ଆଉ ଏକ
Read More...

ରାଜଧାନୀରେ ୧୨ ଦିନର ଶିଶୁକୁ ବିକିଲା ବାପା

ଭୁବନେଶ୍ୱର: ସ୍ମାର୍ଟସିଟିରେ ୧୨ ଦିନର ଏକ ଶିଶୁପୁତ୍ରକୁ ବାପା ୫୦,୦୦୦ ଟଙ୍କାରେ ବିକ୍ରି କରି ଦେଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ନୂଆପଲ୍ଲୀ ଥାନା ଅଧୀନ
Read More...

ଆଉ ୧୧୮ ଚାଇନିଜ୍ ମୋବାଇଲ୍ ଆପ୍ ଉପରେ କଟକଣା

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି)ରେ ପରିସ୍ଥିତିକୁ ନେଇ ଚୀନ୍ ସହିତ ତିକ୍ତତା ବଢ଼ୁଥିବା ବେଳେ ନରେନ୍ଦ୍ର ମୋଦୀ ସରକାର ବର୍ତ୍ତମାନ ଆହୁରି
Read More...

ପିଏମ୍ କେୟାର ଫଣ୍ଡକୁ ମିଳୁଥିବା ଅର୍ଥକୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ୍

ନୂଆଦିଲ୍ଲୀ : ମାତ୍ର ୫ ଦିନରେ ପିଏମ କେୟାର ଫଣ୍ଡକୁ ମିଳିଛି ୩୦୭୬ କୋଟି ଟଙ୍କା । ଗତ ୨୬ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ଏତେ ବିପୁଳ ଟଙ୍କା ମିଳିଥିବା ଅଡିଟରଙ୍କ
Read More...

ବେଜିଂକୁ ମୁକାବିଲା କରିବାକୁ ଅ।ମେରିକା ପ୍ରସ୍ତୁତ

ୱାଶିଂଟନ୍: ଭାରତ-ଚୀନ୍ ବିବାଦରେ ଆମେରିକା ପୁଣି ଥରେ ଭାରତକୁ ସମର୍ଥନ କରିଛି । ଆମେରିକା କହିଛି ଯେ ବେଜିଂରୁ ବାରମ୍ବାର ଉତ୍ତେଜନାକୁ ସାମ୍ନା କରିବାର ଏକମାତ୍ର ଉପାୟ
Read More...

ସେପ୍ଟେମ୍ବର ୨୬ରେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବେ ମୋଦି

ମିଳିତ ଜାତିସଂଘ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ସେପ୍ଟେମ୍ବରରେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିପାରିବେ । ଉଚ୍ଚସ୍ତରୀୟ ବୈଠକ ପାଇଁ ବିଶ୍ୱ
Read More...

ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ ଉପରେ ଫେସବୁକ କାର୍ଯ୍ୟାନୁଷ୍ଠାନ

୪୫୩ ପାକିସ୍ତାନୀ ଆକାଉଣ୍ଟ ସସପେଣ୍ଡ ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ବିରୋଧରେ ପ୍ର·ର ପ୍ରସାର ଉପରେ ଫେସବୁକ ଏକ ବଡ଼ ପଦକ୍ଷେପ ନେଇଛି । ମିଥ୍ୟା ଖବର ଏବଂ ଭାରତ
Read More...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅବଦୁଲ୍ ବସିତ୍ ପରିହାର ଅଟକ

ଅବଦୁଲ ବାସିତଙ୍କ ଠାରୁ ଡ୍ରଗ୍ସ ନେଇଥିଲେ ରିୟାଙ୍କ ଭାଇ ଶୋଭିକ୍ ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନାର୍କୋଟିକ୍ସ କ୍ରାଇମ ବ୍ୟୁରୋ (ଏନସିବି)
Read More...