Browsing Category

କ୍ରୀଡ଼ା

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ, ଦଳର ସମ୍ମାନ ରଖିଲେ ଅକ୍ଷର ଓ ଅଶ୍ୱିନ

ନୂଆଦିଲ୍ଲୀ, ୧୮ା୨: ବଡ଼ ବିପର୍ଯ୍ୟୟରୁ ଭାରତକୁ କିଛି ମାତ୍ରାରେ ବଞ୍ଚାଇ ଦେଇଛନ୍ତି ଦୁଇ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ । ଦିଲ୍ଲୀର ଅରୁଣ…
Read More...

ଦ୍ୱିତୀୟ ଟେଷ୍ଟ ଅଧାରୁ ଦଳରୁ ବାଦ୍‌ ପଡିଲେ ୱାର୍ଣ୍ଣର

ନୂଆଦିଲ୍ଲୀ, ୧୮ା୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ·ଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍‌…
Read More...

ଖ୍ରୀଷ୍ଟିଆନ୍‌ ପରେ ହିନ୍ଦୁ ରୀତିନୀତିରେ ବିବାହ କଲେ ହାର୍ଦ୍ଦିକ-ନତାଶା

ମୁମ୍ବାଇ, ୧୭ା୨: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । ଭାଲେଣ୍ଟାଇନ୍ସ ଡେ'ରେ ଅର୍ଥାତ୍‌ ଫେବୃଆରୀ ୧୪ରେ ନତାଶା ଷ୍ଟାନକୋଭିକ୍‌ ସହ…
Read More...

ସେଲ୍‌ଫୀ ଦେବାକୁ ମନା କରିବାରୁ ପୃଥ୍ୱୀଙ୍କୁ ଆକ୍ରମଣ, ୮ଜଣଙ୍କ ନାରେ ମାମଲା ରୁଜୁ

ମୁମ୍ବାଇ, ୧୬ା୨: ସେଲ୍‌ଫୀ ଦେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ । ମୁମ୍ବାଇର ଏକ ହୋଟେଲ୍‌ ସାମ୍ନାରେ ଏହି ଆକ୍ରମଣ ହୋଇଛି । ପୃଥ୍ୱୀ ବନ୍ଧୁଙ୍କ…
Read More...

ମହିଳା ଟି-୨୦ ବିଶ୍ୱକପ୍‌, ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ପାଇଁ ଫେରିଲେ ସ୍ମୃତି

ନୂଆଦିଲ୍ଲୀ, ୧୫ା୨: ଭାରତୀୟ ମହିଳା କ୍ରିକେଟ ଟିମ୍‌ ଟି-୨୦ ବିଶ୍ୱକପରେ ଆଜି ୱେଷ୍ଟଇଣ୍ଡିଜ ସହିତ ମୁହାଁମୁହିଁ ହେବ । କେପଟାଉନରେ ମ୍ୟାଚ ଖେଳାଯିବ । ଆଉ ଏହି ମ୍ୟାଚ…
Read More...

ବାବରଙ୍କଠୁ ଡବଲ ସ୍ମୃତିଙ୍କ ଦରମା

ନୂଅ ।ଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (ଡ଼ବ୍ଲୁପିଏଲ୍‌)ର ପ୍ରଥମ ସଂସ୍କରଣ ପାଇଁ ଅ ।ୟୋଜିତ ମେଗା ନିଲାମ ସଂପନ୍ନ ହୋଇଛି । ମୋଟ୍‌ ପାଞ୍ଚଟି ଦଳ ଏହି ନିଲାମରେ ପ୍ରାୟ…
Read More...

ଦ୍ୱିତୀୟ ବିବାହ କରିବେ ହାର୍ଦ୍ଦିକ

ନୂଅ ।ଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ର୍ଷ୍ଟାଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟଥର ବିବାହ କରିବେ । ସେ ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ…
Read More...

ହକି ବିଶ୍ୱକପ୍ ଆଜି ଫାଇନାଲ ଲଢେଇ

ରାଉରକେଲା,୨୮ା୧ (ଡିକେ ନ୍ୟୁଜ୍‌) : ୨୦୨୩ର ପୋଜିସନ୍ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଶନିବାର ଭାରତ ୫-୨ ଗୋଲ୍‌ରେ…
Read More...

ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍

ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ମେନ୍ ଇନ…
Read More...