Browsing Category

କ୍ରୀଡ଼ା

ସେମି ଫାଇନାଲକୁ କେମିତି ଯିବ ପାକିସ୍ତାନ?

ନୂଆଦିଲ୍ଲୀ, ୧୦ା୧୧: ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ବଡ଼ ବିଜୟ ଆଫଗାନିସ୍ତାନ ଓ ପାକିସ୍ତାନର ସେମି ଫାଇନାଲ ପ୍ରବେଶ ସ୍ୱପ୍ନକୁ ଏକପ୍ରକାରର ଧୂଳିସାତ କରି…
Read More...

ଜାତୀୟ କ୍ରୀଡ଼ା: ସ୍ୱସ୍ତିଙ୍କ ସ୍ୱର୍ଣ୍ଣ ସହ ଓଡ଼ିଶାର ଅର୍ଦ୍ଧଶତକ

ପାଣାଜୀ, ୯ା୧୧: ଗୋଆରେ •ଲିଥିବା ଜାତୀୟ କ୍ରୀଡ଼ାର ଦ୍ୱିତୀୟ ଶେଷ ଦିବସରେ ଓଡ଼ିଶାକୁ ମୋଟ ୮ ପଦକ ମିଳିଛି । ସାଇକ୍ଲିଂରୁ ଅନ୍ତର୍ଜାତୀୟ-ଅଭିଜ୍ଞ ସ୍ୱସ୍ତି ସିଂହ…
Read More...

ଦିନିକିଆ ର‍୍ୟାଙ୍କିଙ୍ଗ୍‌: ଗିଲ୍‌ ଓ ସିରାଜ୍‌ ନମ୍ବର ୱାନ

ଦୁବାଇ, ୮ା୧୧: ଦିନିକିଆ ର‍୍ୟାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ରାଜୁତି ଶେଷ ହୋଇଛି । ଆଜମଙ୍କୁ ହଟାଇ ଭାରତର ଉଦୀୟମାନ ବ୍ୟାଟର ଶୁଭମାନ ଗିଲ୍‌ ପ୍ରଥମଥର…
Read More...

ଟେବୁଲ ଟେନିସ୍‌ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଠାରେ ଓଡିଶା ଟେବୁଲ ଟେନିସ୍‌ ଏକାଡେମୀର ଉଦଘାଟନ କରିଛନ୍ତି । ଏହି ଟେନିସ୍‌ ଏକାଡେମୀରେ ପ୍ରଶସ୍ତ…
Read More...

ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋଡ

ନୂଆଦିଲ୍ଲ, ୬ା୧୧: କ୍ରିକେଟ ବିଶ୍ୱକପ୍‌ ଚାଲିଥିବା ବେଳେ ଏକ ଚକିତ କଲା ଭିଳ ଖବର ସାମ୍ନାକୁ ଆସିଛି । ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । ବିଶ୍ୱକପରେ ଖରାପ…
Read More...

ମଣିପୁରକୁ ହରାଇ ସ୍ୱର୍ଣ୍ଣ ଜିତିଲା ଓଡ଼ିଶା

ପାଣାଜୀ, ୬ା୧୧: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ଫୁଟବଲ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ରବିବାର ଖେଳା ଯାଇଥିବା ଫାଇନାଲରେ ଓଡ଼ିଶା ଟାଇବ୍ରେକର…
Read More...

ଅପରାଜେୟ ଟିମଇଣ୍ଡିଆ ସେମିଫାଇନାଲରେ ଭାରତ

ମୁମ୍ବାଇ, ୨ା୧୧: ଅପରାଜେୟ ଟିମଇଣ୍ଡିଆ । ୭ ମ୍ୟାଚରୁ ୭ ବିଜୟ ସହଚଳିତ ବିଶ୍ୱକପ ପ୍ରଥମ ଟିମ ଭାବେଭାରତ ବିଧିବଦ୍ଧ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ବିଶ୍ୱକପରେ…
Read More...

ଫିଟ୍ ପରେ ଟିମରେ ସାମିଲ ହେବେ ପାଣ୍ଡ୍ୟା

ମୁମ୍ବାଇ, ୧ା୧୧: ଗୋଇଠିରେ ବଲ୍ବାଜିବାରୁ ଦୁଇଟି ମ୍ୟାଚରେଖେଳିପାରି ନଥିବା ଅଲରାଉଣ୍ଡର୍ହାର୍ଦ୍ଦିକ ପାଣ୍ଡ୍ୟା ସେମିଫାଇନାଲ୍ ପୂର୍ବରୁଦଳକୁ ଫେରିବା ଆଶା କରାଯାଉଛି ।…
Read More...

ଶ୍ରେଷ୍ଠ ଫିଲ୍ଡର ମେଡାଲ ନେଲେ କେ ଏଲ ରାହୁଲ

ଲକ୍ଷ୍ନୌ, ୩୦ା୧୦: ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ୍ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତୀୟ ଟିମ୍ ପଏଣ୍ଟ ଟେବୁଲ ଶୀର୍ଷରେ…
Read More...