Browsing Category

କ୍ରୀଡ଼ା

ବିଶ୍ୱକପରେ ନୁ୍ୟଜିଲ୍ୟାଣ୍ଡର ହ୍ୟାଟ୍ରିକ ବିଜୟ

ପ୍ରଥମେ ଡିଫେଣ୍ଡିଂ ·ମ୍ପିୟନଇଂଲଣ୍ଡ । ଏହାପରେ ନେଦରଲ୍ୟାଣ୍ଡ୍ସ ଓ ଶୁକ୍ରବାରବାଂଲାଦେଶକୁ ଏକତରଫା ଭାବେ ହରାଇଛି ନ୍ୟୁଜିଲ୍ୟାଣ୍ଡ ।୨୦୧ରେ ରନର୍ସ ଅପ୍ ହୋଇଥିବା…
Read More...

ଗେଲଙ୍କ ପାଇଁ ରୋହିତଙ୍କ ସ୍ୱତନ୍ତ୍ର ବାର୍ତ୍ତା

ନୂଆଦିଲ୍ଲୀ, ୧୩ା୧୦:ଚଳିତଦିନିକିଆ ବିଶ୍ୱକପର ବୁଧବାରଆଫଗାନିସ୍ତାନ ବିପକ୍ଷରେ ଭାରତଜବରଦସ୍ତ ବିଜୟ ପାଇଥିବା ବେଳେଅଧିନାୟକ ରାହିତ ଶର୍ମା ୮୧ ବଲରୁ୧୩୧ ରନ୍ କରିଥିଲେ ।…
Read More...

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢେଇ

ଆଜି ଭାରତ-ପାକିସ୍ତାନ ଲଢେଇ । ଅହମ୍ମଦାବାଦ ନରେନ୍ଦ୍ରମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତାସୃଷ୍ଟି କଲା ଭଳି…
Read More...

୮ ୱିକେଟରେ ଭାରତ ବିଜୟୀ

ନୂଆଦିଲ୍ଲୀ, ୧୧ା୧୦: ବିଶ୍ୱକପରଦ୍ୱିତୀୟ ମ୍ୟାଚରେ ଗର୍ଜିଛି ଟିମଇଣ୍ଡିଆର ଅଧିନାୟକ ରୋହିତଶର୍ମାଙ୍କ ବ୍ୟାଟ । ରୋହିତଙ୍କରେକର୍ଡ ୧୩୧ ରନର ଇନିଂସବଳରେ ଭାରତୀୟ ଟିମ…
Read More...

ଭାରତର ଦମ୍ଦାର ବିଜୟ; ୬ ୱିକେଟରେ ହାରିଲା ଅଷ୍ଟ୍ରେଲିଆ

ଚେନ୍ନରାଇ, ୮ା୧୦: ଦିନିକିଆକ୍ରିକେଟ୍ ମହାକୁମ୍ଭ ବିଶ୍ୱକପରେଭାରତର ଦମ୍ଦାର ବିଜୟ ହୋଇଛି ।ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାସ୍ତ କଲା ଭାରତ ।ବିଜୟରେ ପ୍ରମୁଖ…
Read More...

ଅଷ୍ଟ୍ରେଲିଆ ଅଫରକୁ ପ୍ରତ୍ୟାଖାନ କଲେ ଅଶ୍ବିନୀଙ୍କ ଡୁପ୍ଲିକେଟ୍

ନୂଆଦିଲ୍ଲୀ: ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ଭୟରେ । ଟିମ୍ ଅଷ୍ଟ୍ରେଲିଆର ଚିନ୍ତା ବଢ଼ାଇଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ବିଶ୍ବକପ୍ ଦଳରେ ଅଶ୍ବିନୀଙ୍କ ଏଣ୍ଟ୍ରି…
Read More...

ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ଭାରତ

କଲମ୍ବୋ: ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ରୋହିତ ବାହିନୀ । କୁଲଦୀପ ଯାଜବଙ୍କ ଦମଦାର ବୋଲିଂ ଏବଂ ୪ ଓ୍ବିକେଟ ଦଳକୁ…
Read More...

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍। ଆଗାମୀ ଆଇସିସି କ୍ରିକେଟ୍ ୱାର୍ଲଡ କପ୍ ଖେଳିବାକୁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ସ୍ପଷ୍ଟ କରିଛି…
Read More...

ଫାଇନାଲରେ ଭାରତକୁ ହରାଇ ଦ୍ୱିତୀୟଥର ପାଇଁ ଟାଇଟଲ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ: ଇମର୍ଜିଂ ଏସିଆ କପ୍ ଜିତିବାର ଭାରତ-ଏ ର ସ୍ୱପ୍ନ ଭାଙ୍ଗିଯାଇଛି । ଭାରତୀୟ ଟିମକୁ ଫାଇନାଲରେ ପାକିସ୍ତାନ-ଏଠୁ ୧୨୮ ରନରେ ପରାଜୟ ମିଳିଛି । ଲଗାତାର…
Read More...