Browsing Category

ରାଜନୀତି

ଅବକାରୀ ବିଭାଗକୁ ଡିଜିଟାଲ୍‌ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଆଜି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
Read More...

ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ରାଉରକେଲା ଉଡ଼ିଲା ବିମାନ

ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ଭୁବନେଶ୍ୱରରୁ ରାଉରକେଲାକୁ ଉଡିଲା ବିମାନ । ଆଲଏନ୍ସ ଏୟାର ବିମାନ ଉଡାଣ ଆରମ୍ଭ କରିଛି । ପତାକା ଦେଖାଇ ଉଡ଼ାଣର ଶୁଭାରମ୍ଭ କରିଥିଲେ…
Read More...

କେନ୍ଦ୍ରକୁ ବିଜେଡିର ପ୍ରଶ୍ନ କାହିଁକି କାଟିଲ ଗରିବଙ୍କ ଚାଉଳ ?

ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ·ଉଳ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି । ୫ କେଜି ଲେଖାଏଁ ·ଉଳ କାଟି ଗରିବଙ୍କ ଭାତ ଥାଳିକୁ ଲାତ ମାରିଛି କେନ୍ଦ୍ର ।…
Read More...

ବହୁରାଷ୍ଟ୍ରୀୟ ସଂସ୍ଥା ଡେଲଏଟ୍‌ ସେଣ୍ଟର ଉଦ୍‌ଘାଟିତ ଭୁବନେଶ୍ୱର ପାଲଟିଛି ଆଇଟି ହବ୍‌: ନବୀନ

ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ଓଡିଶାରେ ଯୁବପିଢ଼ିଙ୍କ ଲାଗି ଖୋଲିଲା ସୁବର୍ଣ୍ଣ ସୁଯୋଗ । ରାଜଧାନୀରେ ଉଦ୍‌ଘାଟିତ ହୋଇଛି ବହୁରାଷ୍ଟ୍ରୀୟ କମ୍ପାନୀ ଡେଲଏଟ୍‌ର ଓଡିଶା…
Read More...

ମା’ମାନଙ୍କୁ ସଶକ୍ତ କରିବାରେ ଓଡ଼ିଶା ଆଗୁଆ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟି ଟଙ୍କାର ଋଣ

ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏଥିରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ…
Read More...

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପଚୁପ କଲା ଇଡି

ଭୁବନେଶ୍ୱର,୫ା୧(ଡିକେ ନ୍ୟୁଜ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜିବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି । ଇଡିର ଦୁଇଟି ଦଳ ଘରର ମାପ କରିଥିବା…
Read More...

ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ଆସିବ ଅଧିକ ଲହର: ବଢ଼ିବ ମୃତ୍ୟୁସଂଖ୍ୟା ବେଜିଂ, ୫ା୧: ଚୀନ୍‌ରେ ମହାରୂପ ଦେଖାଉଛି ମହାମାରୀ । ଓମିକ୍ରନ୍‌ର ସବ୍‌ ଭାରିଆଣ୍ଟ ସୁନାମୀ ଆଣିଛି । ହୁ ହୁ ହୋଇ ବଢ଼ୁଛି…
Read More...

ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌ ଉଦ୍‌ଘାଟିତ, କ୍ରୀଡ଼ା ବିକାଶରେ ସ୍ୱର୍ଣ୍ଣିମ ଅଧ୍ୟାୟ

ରାଉରକେଲା, ୫ା୧(ଡିକେ ନ୍ୟୁଜ): ସାରା ଓଡିଶା ପାଇଁ ଆଜି ଆନନ୍ଦ, ଉତ୍ସବ ଓ ଖୁସିର ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ୱର ସର୍ବବୃହତ ହକି…
Read More...

ଅର୍ଚ୍ଚନା ନାଗ କଳା ଟଙ୍କା ମାମଲାରେ ଇଡିର ଖୋଳତାଡ

ଭୁବନେଶ୍ୱର,୪ା୧(ଡିକେ ନ୍ୟୁଜ): ବହୁଚର୍ଚିତ ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ତାର ଖୋଳତାଡ ଜାରୀ ରଖିଛି । ଏହି କ୍ରମରେ ଆଜି ଇ଼ଡିର ଟିମ…
Read More...

ଏଲନ୍‌ ମସ୍କଙ୍କୁ ପଛରେ ପକାଇବେ ଆଦାନୀ

ନୂଆଦିଲ୍ଲ : ବିଶ୍ୱ ଧନୀ ତାଲିକାରେ ତୃତୀୟ ସ୍ଥାନରେ ଥିବା ଆଦାନୀ ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ଗୌତମ ଆଦାନୀ ଆଗାମୀ ଦିନରେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନକୁ ଯିବାର…
Read More...