ହାଇକୋର୍ଟରେ ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟା ମାମଲା

କଟକ/ନୟାଗଡ଼,୬ା୨(ଡିକେ ନ୍ୟୁଜ): ପୂର୍ବତନ ସ୍ୱ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ଘଟଣାର ୮ଦିନ ବିତିଗଲାଣି । ହେଲେ ଏବେ ବି ରହସ୍ୟ ଉପରୁ ହଟିପାରୁନି…

ଟକ୍‌ମକ୍‌ ଫୁଟିବ ଫେବ୍ରୁଆରୀ

ଭୁବନେଶ୍ୱର, ୬ା୨(ଡିକେ ନ୍ୟୁଜ): ଚଳିତବର୍ଷ ତାତିବ ଫେବ୍ରୁଆରୀ । ଖରାରେ ସିଝିବେ ରାଜ୍ୟବାସୀ । ସ୍ୱାଭାବିକଠାରୁ ଅଧିକ ରହିବ ଫେବ୍ରୁଆରୀ ମାସର…

ଚୈତ୍ର ଓ ବୈଶାଖରେ ଜଳିବ ଅଧିକ ଜଙ୍ଗଲ

ଭୁବନେଶ୍ୱର, ୬ା୨(ଡିକେ ନ୍ୟୁଜ): ଏବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା ରହିଛି । ବଢ଼ୁଥିବା ତାପମାତ୍ରା ଓ ଦୀର୍ଘଦିନ ହେବ…

୧୦ରେ ଓଡ଼ିଶା ଆସିବେ ମହାମହିମ

ଭୁବନେଶ୍ୱର, ୬ା୨(ଡିକେ ନ୍ୟୁଜ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ…

ହିଞ୍ଜିଳିରେ ନୂଆ ଦୌରା ଜଜ୍‌ କୋର୍ଟ ଉଦ୍‌ଘାଟିତ, ପ୍ରତି ଘରେ ଆଇନସେବା ପହଞ୍ଚାଇବା ପାଇଁ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର, ୬ା୨(ଡିକେ ନ୍ୟୁଜ): ହିଞ୍ଜିଳିବାସୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହାଇକୋର୍ଟର ମୁଖ୍ୟ ବି·ରପତି ଡକ୍ଟର…

କମିଲା ଶୀତ : ଆଗକୁ ଡହ ଡହ ଖରା

ଭୁବନେଶ୍ୱର, ୫ା୨(ଡିକେ ନ୍ୟୁଜ): ରାଜ୍ୟରେ ପୁଣି ବଢ଼ିବ ପାରଦ । ଆଜିଠାରୁ ବୃଦ୍ଧି ହେବ ରାତି ତାପମାତ୍ରା । ୨ରୁ ୩…

ବୋର୍ଡ ପକ୍ଷରୁ ପ୍ରକାଶ ପାଇଲା ସୂଚୀ, ମାର୍ଚ୍ଚ ୧୦ରୁ ମାଟ୍ରିକ୍‌ ପରୀକ୍ଷା

କଟକ, ୫ା୨(ଡିକେ ନ୍ୟୁଜ): ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ମାଟ୍ରିକ,…

ଚୀନ୍‌ ଲିଙ୍କ୍‌: ୨୩୨ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ, ୫ା୨: ଚୀନ୍‌ ବିରୋଧରେ ଭାରତ ସରକାରଙ୍କ ବଡ ଆକ୍ସନ୍‌ । ଚୀନ ଲିଙ୍କ ଥିବା ୧୩୮ ବେଟିଂ ଆପ୍‌ ଓ…

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫ା୨ (ଡିକେ ନ୍ୟୁଜ୍‌): ପୂରଣ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି । ସାକାର ହେବ ବରଗଡ଼ ଜିଲ୍ଲାବାସୀଙ୍କ…

କୋଟପାଡରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ୫-ଟି ସଚିବ

କୋଟପାଡ, ୪ା୨(ଡିକେ ନ୍ୟୁଜ): ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ.ପାଣ୍ଡିଆନ କୋଟପାଡ଼ ଗସ୍ତ କରିଥିବା ଖବର ମିଳିଛି । ଗତ ତିନି…