୧୦ରେ ଓଡ଼ିଶା ଆସିବେ ମହାମହିମ

ଭୁବନେଶ୍ୱର, ୬ା୨(ଡିକେ ନ୍ୟୁଜ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ…

ହିଞ୍ଜିଳିରେ ନୂଆ ଦୌରା ଜଜ୍‌ କୋର୍ଟ ଉଦ୍‌ଘାଟିତ, ପ୍ରତି ଘରେ ଆଇନସେବା ପହଞ୍ଚାଇବା ପାଇଁ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର, ୬ା୨(ଡିକେ ନ୍ୟୁଜ): ହିଞ୍ଜିଳିବାସୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହାଇକୋର୍ଟର ମୁଖ୍ୟ ବି·ରପତି ଡକ୍ଟର…

ବୋର୍ଡ ପକ୍ଷରୁ ପ୍ରକାଶ ପାଇଲା ସୂଚୀ, ମାର୍ଚ୍ଚ ୧୦ରୁ ମାଟ୍ରିକ୍‌ ପରୀକ୍ଷା

କଟକ, ୫ା୨(ଡିକେ ନ୍ୟୁଜ): ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ମାଟ୍ରିକ,…

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି

ନୂଆଦିଲ୍ଲୀ, ୪ା୧: ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ମତଭେଦ ଚାଲିଥିବା ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ…

ବିଶ୍ୱବିଦ୍ୟାଳୟ ହେଲା ବିକ୍ରମଦେବ କଲେଜ

ଭୁବନେଶ୍ୱର, ୨ା୨(ଡିକେ ନ୍ୟୁଜ): ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୪ ନୂଆ ବିମାନବନ୍ଦରରେ ନିୟୋଜିତ ହେବେ ୫୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର, ୩୧ା୧(ଡିକେ ନ୍ୟୁଜ): ରାଜ୍ୟର ୪ ନୂଆ ବିମାନବନ୍ଦରରେ ୫୦ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆଇରନ ମ୍ୟାନ୍‌ ହେବେ ଭାରତୀୟ ଯବାନ, ଜେଟ ପ୍ୟାକ ସୁଟ୍ ପିନ୍ଧି ଉଡିବେ ସୈନିକ

କେନ୍ୟୁଜ୍ : ହାଇଟେକ୍ ହେବ ଭାରତୀୟ ଅ ।ର୍ମି । ଅ ।କାଶରେ ଉଡ଼ିବେ ଭାରତୀୟ ଯବାନ । ରୋବଟ ଉଠାଇବେ…

ବିଶ୍ୱ ସ୍ତରରେ ଦ୍ୱିତୀୟ ସ୍ଥାୟୀ ଉତ୍ପାଦକ ବେଦାନ୍ତ ଆଲୁମିନିୟମ

ନୂଆଦିଲ୍ଲୀ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ମୂଲ୍ୟାଙ୍କନ ଅବଧି ଆର୍ôଥକ ବର୍ଷ୨୧-୨୨ ଆଲୁମିନିୟମ ଶିଳ୍ପ ପାଇଁ ଏସ୍…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚିକାଗୋ ୟୁନିଭର୍ସିଟି ଟିମ୍‌

ଭୁବନେଶ୍ୱର, ୨୪ା୧ (ଡିକେ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଚିକାଗୋ ୟୁନିଭର୍ସିଟି ଟ୍ରଷ୍ଟ ଟିମ୍ ସାକ୍ଷାତ କରିବା ସହିତ…

କନଷ୍ଟେବଳ ନିଯୁକ୍ତି ବୟସସୀମା କୋହଳ

♦ ଆବେଦନ ଶେଷ ତାରିଖ ଫେବୃଆରୀ ୧୦ ♦ ଫେବୃଆରୀ ୨୦ରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ♦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ…