ଆପଣ ମାନେ ପାଳଙ୍ଗ ଶାଗ ଖାଉଛନ୍ତି କି? .ତେବେ ପାଳଙ୍ଗ ଶାଗରେ କେଉଁ କେଉଁ ଭିଟାମିନି ଅଛି ଏବଂ ଏହା ସହିତ ଏହି ଭିଟାମିନି ଗୁଡିକ ଆମ ଶରୀରରେ କେଉଁ କେଉଁ କାମରେ ଲାଗେ ଆଜି ଆସନ୍ତୁ ଜାଣିବା |
ପାଳଙ୍ଗ ଶାଗର ନାମ ଇଂରାଜୀରେ ସ୍ପିନାଚ କୁହାଯାଏ |
ପାଳଙ୍ଗ ଶାଗ ରେ କ୍ୟାଲୋରୀ ବହୁତ କମ ଥାଏ। 100gm ପାଳଙ୍ଗ ଶାଗ ଖାଇବ ଦ୍ୱାରା 26କ୍ୟାଲୋରୀ ଆପଣ ଙ୍କୁ ମିଳିବ ଯାହାକି ଆପଣ ଙ୍କ ଓଜନ ହ୍ରାସ କରିବାରେ ବହୁତ ଭଲ ହୋଇଥlଏ। ଏଥିରେ ଫାଇବର ବହୁତ ଅଛି। କ୍ୟାଲସିୟମ,ଆଇରନ,ଭିଟାମିନ c,ଭିଟାକ୍ୟାରୋଟିନ,ଭିଟାମିନ A,ସେଲେନୀୟମ,ଜୀଙ୍କ,ମାଙ୍ଗାନିଜ,ଭିଟାମିନ E,ଭିଟାମିନ K,ନିଓଜଏଁଥିନ,ବାଇଲୋଜଏଁଥିନ,ଆଣ୍ଟି ଅକ୍ସିଯେନ୍ ଏହି ଭଳି ପୋଷାକ ତତ୍ଵ ପାଳଙ୍ଗ ଶାଗରେ ଅଛି ।ତେବେ ଦର୍ଶକ ବନ୍ଧୁ ପୁଣି ଜାଣି ରଖନ୍ତୁ କି କଣ କଣ ଭିଟାମିନି ଅଛି , ଯେମିତି କି ଭିଟାମିନ a, c, k, folik acid, iron ଆଉ କ୍ୟାଲସିମ ଏହି ସବୁ ପୋଷକ ତତ୍ତ୍ଵ ଆମ ଶରୀର ର ସଠିକ୍ ବିକାଶ ଆଉ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମହତ୍ତ୍ଵ ପୂର୍ଣ୍ଣ ହୋଇଥାଏ। ଏହା ସହିତ ପାଳଙ୍ଗ ଶାଗ ଖାଇବା ଦ୍ୱାରା ରକ୍ତରେ ହିମୋଗ୍ଲୋବିନ୍ ତିଆରି କରିବାରେ ବହୁତ୍ ସାହାଯ୍ୟ କରିଥାଏ।
ପାଳଙ୍ଗ ଶାଗ ଖାଉଛନ୍ତି କି? ଏଥିରୁ ମିଳୁଥିବା ଉପକାରିତା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ !
Are you eating spinach? You will be surprised to know about the benefits!
Next Post