ଆଜିଠୁ ନାଟମଣ୍ଡପ ମରାମତି ନିର୍ଦ୍ଦେଶ

Natmandap repair orders from today

0 185

କଟକ,୧୫ା୧୧ : ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି ମାମଲା । ଆସନ୍ତାକାଲି ଠାରୁ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛି ହାଇକୋର୍ଟ । ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆମିକସକ୍ୟୁରୀ ପ୍ରତି ୧୫ ଦିନ ମଧ୍ୟରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବେ । ପ୍ରତି ଦିନ ୬ ଘଣ୍ଟା କାମ କଲେ ୧୨୦ ଦିନରେ କାମ ଶେଷ ହେବ ବୋଲି ସତ୍ୟପାଠରେ ଜଣାଇଛଇ ଏଏସ୍‌ଆଇ । ମରାମତି କାମ ପାଇଁ ଏଏସ୍‌ଆଇକୁ ସମସ୍ତ ସହାୟତା ଯୋଗାଇ ଦେବ ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ଡିସେମ୍ବର ୪ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.