କେ ଦୀପିକା ଦୀର୍ଘ ଦିନ ପରେ ବ୍ରହ୍ମପୁର ଏସପି ଙ୍କ ଦ୍ୱାରସ୍ତ

Cave gan aaz aaz, tire aaz aaz action called

filter: 0; fileterIntensity: 0.0; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:0.0000,0.0000; brp_del_sen:0.0000,0.0000; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 39;
0 125
ବ୍ରହ୍ମପୁର ନିଜକୁ ସ୍ତ୍ରୀ ର ମାନ୍ୟତା ଦାବି ରେ ବ୍ରହ୍ମପୁର ବଡ଼ ବଜ଼ାର ଦେଶୀ ବେହେରା ସାହି ରେ ନିଜ ପ୍ରେମିକ ଙ୍କ ଘର ସମ୍ମୁଖର ଦୀର୍ଘ ଦିନ ଧରି ଧାରଣା ରେ ବସି ଚର୍ଚ୍ଚା କୁ ଆସିଥିବା କେ ଦୀପିକା ଦୀର୍ଘ ଦିନ ପରେ ବ୍ରହ୍ମପୁର ଏସପି ଙ୍କ ଦ୍ୱାରସ୍ତ ହୋଇଛନ୍ତି l କାରଣ ନିଜ ପ୍ରେମିକ ଦିନେଶ ପୁରୀ ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ କରିଥିବା ବେଳେ ଆଜି ରିସପସନ ପାର୍ଟି ଥିବା ଦୀପିକା କୌଣସି ସୂତ୍ର ରେ ଖବର ପାଇ ବ୍ରହ୍ମପୁର ଏସପି ଙ୍କୁ ଏହି ଅଭିଯୋଗ ଜଣାଇଛନ୍ତି l ଦୀପିକା ଓ ଦିନେଶ ଙ୍କ ମାମଲା କୋର୍ଟ ରେ ବିଚରାଧୀନ ଥିବା ବେଳେ ଦିନେଶ କିଭଳି ବିବାହ କଲା ଓ ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି l ଆଜି ଦୀପିକା ବ୍ରହ୍ମପୁର ଏସପି ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଏନେଇ ଏକ ଲିଖିତ ଅଭିଯୋଗ ଡ଼ିଏସପି ଙ୍କୁ pradan କରିଛନ୍ତି l
Leave A Reply

Your email address will not be published.