ତଦାନ କେନ୍ଦ୍ରର ସୁବ୍ୟବସ୍ଥା କରଣ ନିମନ୍ତେ ବୈଠକ

Meeting for better management of donation centers

0 216
ଆଠମଲ୍ଲିକ, :  ଆଠମଲ୍ଲିକ ଉପ ଜିଲ୍ଲାପାଳ ଙ୍କ କକ୍ଷରେ ୬୩-ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ସୁବ୍ୟବସ୍ଥାକରଣ ନିମନ୍ତେ   ଉପଜିଲ୍ଲାପାଳ-ତଥା- ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହା ଙ୍କ ସଭାପତିତ୍ବରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହି ନିଜ ନିଜର ମତଦାନ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଠମଲ୍ଲିକ ତହସିଲଦାର, ବିଡ଼ିଓ ଟିଟସ୍ ମହାନନ୍ଦିଆ, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତରଙ୍ଗିଣୀ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply

Your email address will not be published.