ଭିସା କୋହଳ ନେଇ ଭାରତର ନିଷ୍ପତ୍ତିକୁ କାନାଡ଼ାର ସ୍ୱାଗତ

0 142

ନୂଆଦିଲ୍ଲୀ: ବୁଧବାର ଭାରତକାନାଡ଼ା ନାଗରିକଙ୍କ ପାଇଁ ଭିସାନୀତିରେ କୋହଳ କରିବା ପରେଖୁସି ହୋଇଛି କାନାଡ଼ା । ଭାରତରଏହି ନିଷ୍ପତ୍ତିକୁ କାନାଡ଼ା ପକ୍ଷରୁସ୍ୱାଗତ କରାଯାଇଛି । ଆଜି ଠାରୁକୋହଳ ନିଦେ୍ର୍ଦଶ ଲାଗୁ ହୋଇଥିବାରୁ କାନାଡ଼ାର ସରକାରଙ୍କପକ୍ଷରୁ ପ୍ରତିକ୍ରିୟା ଜାରିକରାଯାଇଛି । କାନାଡ଼ା ବିସ୍ଥାପନ(ଇମିଗ୍ରେସନ) ମନ୍ତ୍ରୀ ମାର୍କ ମିଲରକହିଛନ୍ତି ଯେ ଏକ ଚିନ୍ତାଜନକପରିସ୍ଥିତି ପରେ ଭାରତର ଏଭଳିପଦକ୍ଷେପ କାନାଡ଼ା ନାଗରିକଙ୍କପାଇଁ ଭଲ ସଂକେତ ।ଏକଗଣମାଧ୍ୟମ ସିଟିଭିକୁ ପ୍ରତିକ୍ରିୟାଦେଇ ମାର୍କ କହିଛନ୍ତି ଯେ ଭିସା ଆଦୌନିଲମ୍ବନ ହେବା କଥା ନଥିଲା । ଭାରତସହ କାନାଡ଼ାର ଚିନ୍ତାଜନକକୂଟନୈତିକ ସମ୍ପର୍କ ଏକାଧିକସମ୍ପ୍ରଦାୟ ମଧ୍ୟରେ ଭୟ ସୃଷ୍ଟି କରିଛିବୋଲି ସେ କହିଛନ୍ତି । ଘଟଣାକୁ ନେଇକାନାଡ଼ା ଜରୁରୀ ପ୍ରସ୍ତୁତି ମନ୍ତ୍ରୀହରଜିତ ସଜ୍ଜନ କହିଛନ୍ତି ଯେ ଭିସାକୋହଳ କରିବା ଯଦିଓ ଏକ ଭଲକଥା । ତେବେ ଭାରତ ପ୍ରକୃତରେକେଉଁ ମେସେଜ୍ ଦେବାକୁ ଚେଷ୍ଟାକରୁଛି ତାହା ଅନୁମାନ କରି ହେବନିବୋଲି ସେ କହିଛନ୍ତି ।ଏହି କଥାରେଭିସା ବ୍ୟାନ୍ ହେବାର ନ ଥିଲା । ଏବେଭିସା କୋହଳ ହେବା ପରେ ଅନ୍ତତଃପକ୍ଷ ଦୁଇ ଦେଶର ଲୋକେସ୍ୱଜନଙ୍କର ବାହାଘର ଓ ଅନ୍ତିମସଂସ୍କାରରେ ସାମିଲ୍ ହୋଇପାରିବେ । ତଥାପି ନିଜ୍ଜର ହତ୍ୟାଘଟଣାରେ ଓଟ୍ଟାୱା ଭାରତରସହଯୋଗ ଚାହିଁବ ବୋଲି କାନାଡ଼ାମନ୍ତ୍ରୀ ହରଜିତ ସଜ୍ଜନ କହିଛନ୍ତି ।ସୂଚନା ଥାଉକି ବୁଧବାର ଭାରତକାନାଡ଼ା ନାଗରିକଙ୍କ ପାଇଁବ୍ୟବସାୟ ଭିସା,ମେଡିକାଲ ଭିସାଏବଂ କନଫରେନ୍ସ ଭିସାରେ କୋହଳକରିଥିଲା । ଭାରତର ଏହି ନିଷ୍ପତ୍ତିକୁନେଇ କାନାଡ଼ାର କୂଟନୈତିକସମ୍ପର୍କକୁ ପରିଚାଳନା କରୁଥିବା ବିଶ୍୍ୱବ୍ୟାପାର କାନାଡ଼ା(ସିଏସି) ପ୍ରବକ୍ତାମାର୍ଲିନ ଗୁଏଭରେମତ୍ତ୍ ସିବିସିନ୍ୟୁଜ୍କୁ ପ୍ରତିକ୍ରିୟା ଦେଇଛି ।ବିଭାଗ କହିଛି ଭାରତ କେତେକଦଗରେ ଭିସା କୋହଳ କରିଥିବାସିଏସି ଅବଗତ ଅଛି । ଭାରତ ଓକାନାଡ଼ା ଲୋକଙ୍କ ମଧ୍ୟରେମହତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ଭାରତଭିସା କୋହଳ କରିବା ଦ୍ୱାରା ଦୁଇଦେଶ ମଧ୍ୟରେ ପରିବାରିକ ଓବ୍ୟବସାୟିକ ଯାତାୟତ ହେବ ବୋଲିଗୁଏଭରେମଣ୍ଟ କହିଛନ୍ତି । ବ୍ୟବସାୟପାଇଁ ଏହା ଏକ ଆଶାଜନକପଦକ୍ଷେପ ବୋଲି କାନାଡ଼ା-ଇଣ୍ଡିଆବିଜ୍ନେସ୍ କାଉନସିଲ୍

Leave A Reply

Your email address will not be published.