Browsing Category

ସିଟି ମିରର

ପିଶାଚୀ ପାଲଟିଲା ଉଚ୍ଚଶିକ୍ଷିତା ମା’ ୪ ବର୍ଷର ପୁଅକୁ ଗୋଆରେ ହତ୍ୟା

ନୂଆଦିଲ୍ଲୀ,ମାତୃତ୍ୱରେ ରକ୍ତଛିଟା। ନିଜ କୋଳକୁ ରକ୍ତରଞ୍ଜିତା କଲା ଉଚ୍ଚ ଶିକ୍ଷିତା ମା’। ୪ ବର୍ଷର ନିଷ୍ପାପ ପୁତ୍ରକୁ ଗୋଆ ହୋଟେଲରେ ହତ୍ୟା କରି ଟ୍ୟାକ୍ସିରେ…
Read More...

ପୋଲିସ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ

ଜୟପୁର,୫ ହଜାର ଟଙ୍କା ଲାଞ୍ଚ ନେବା ସନ୍ଧେହରେ ଭିଜିଲାନ୍ସ ହାତରେ ଧରାପଡିଲେ ଜୟପୁର ଟାଉନ ଥାନା ଏ ଏସ୍‌ ଆଇ ଅନିଲ କୁମାର ନାୟକ । କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା…
Read More...

୨୦୨୯ ବିଶ୍ୱ ଦୌଡକୁଦ ପ୍ରତିଯୋଗିତା ଆୟୋଜନ ପାଇଁ ଭାରତର ଦାବି |

ନୂଆଦିଲ୍ଲୀ : ୨୦୨୯ ମସିହାର ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାକୁ ଭାରତ ନିଷ୍ପତ୍ତି ନେଇଛି । ପ୍ରାଥମିକ ଅବସ୍ଥାରେ ଭାରତ ୨୦୨୭ ସଂସ୍କରଣ ପାଇଁ ଦାବି କରିବ…
Read More...

ସମସ୍ତ ବିଶ୍ୱ ବିଦ୍ୟାଳୟ-କଲେଜରେ ଲଗାଯିବ ମୋଦିଙ୍କ ଫଟୋ! |

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲଗାଯିବ । ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ…
Read More...

ବଦଳିବ ଇଂରେଜ ଅମଳର ଆଇନ: ଆସିବ ୧୯ ବିଧେୟକ |

ନୂଆଦିଲ୍ଲୀ,୨ା୧୨: ସଂସଦର ଶୀତକାଳୀନ ଅଧିବେଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ…
Read More...

ଅଧିକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ପରାମର୍ଶ |

ପୁରୀ,୨ା୧୨ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ

ଭୁବନେଶ୍ୱର, : ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୨୦ ଏକର ଜମିରେ ନିର୍ମାଣ ହେବ ପାନ୍ଥନିବାସ, ପାର୍କ ଓ ଫୁଡ୍‌ ଷ୍ଟଲ୍‌ । ଏଭଳି ଏକ ଯୋଜନା ହୋଇଥିବା ଅଭିଯୋଗ କରି…
Read More...

ସତର୍କତା ସପ୍ତାହ ପାଳନ ଉପଲକ୍ଷେ ନାଲକୋ ପକ୍ଷରୁ ଗଣପଦଯାତ୍ରା

ନାଲକୋ ନଗର : ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋର ସେଲ୍ଟର ଓ ପାୱାର କମ୍ପେ୍ଲକ୍ସ ଠାରେ ଅକ୍ଟୋବର ୩୧ରୁ ନଭେମ୍ବର ୫ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଭିଜିଲାନ୍ସ…
Read More...

ଗଜଲକ୍ଷ୍ମୀ ଭଷାଣୀ ଉସôବ: ସିଂହ ବାଜାରେ ଦୁଲୁକିଲା କେନ୍ଦ୍ରାପଡ଼ା

ଦୂଷିତ ନଳକୂପ ପାଣି ପିଉଛନ୍ତି ଲୋକେନାଉଗାଁ, (ଡି କେ ନୁ୍ୟଜ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକକାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ରେରହିଛି ଏକ ନଳକୂପ । ଏହି…
Read More...