ବିକଶିତ ଭାରତ ସଂକଳ୍ପ ଯାତ୍ରା 259 ଗ୍ରାମ ପଞ୍ଚାୟତରେ ଏହା 1 ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି

Bikshit Bharat Sankalp yatra, It has reached over 1 lakh people in 259 Gram Panchayats

0 1,204

ନଆଦିଲ୍ଲୀ: ଏକ ଭବ୍ୟ ଶୁଭାରମ୍ଭ ସହିତ, ପ୍ରଥମ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ୨୫୯ ଗ୍ରାମ ପଞ୍ଚାୟତରର ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଖରର ପହଞ୍ôଚଛି । ସାରା ଦେଶରେ ଜନଜାତି ଅଧ୍ୟଷିତ ଅଞ୍ଚଳରେ ଅନେକ ଭୟାନକୁ ୁ ଏକକାଳୀନ ଆରମ୍ଭ କରିବା ସହିତ ନଭେମ୍ବର ୧୫, ୨୦୨୩ରେ ଝାଡ଼ଖଣ୍ଡର ଖୁଣ୍ଟିଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାତୀୟ ବିକାଶର ଦୃଷ୍ଟିକୋଣ ଏବ୍‌ଂ ସଶକ୍ତିକରଣ ଓ ସାମୂହକି ସଂପୃକ୍ତିର କାହାଣୀକୁ ନେଇ ଆରମ୍ଭ ରହାଇଛି । ଲୋକମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଇଇସିଭୟାନ ନିକଟରର ଭିଡ଼ ଜମାଇ ଅୟୋଜନ କରାଯାଇଥିବ୍‌ା କାଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବା ସହ ସେହି ସ୍ଥାନରେ ପ୍ରଦାନ କରାଯାଉଥିବା ସେବାର ଲାଭ ଉଠାଇଥିଲେ । ପ୍ରଥମ ଦିନରର ୧୬ ୦୦୦ରୁ ଅଧିକ ଲୋକ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରର ଅଂଶଗ୍ରହଣ କରିଥିରଲ, ଯେଉଁମାନଙ୍କ ମଧ୍ୟରୁ ୬,୦୦୦ରୁ ଅଧିକ ଲୋକଙ୍କର ଯକ୍ଷ୍ମା ପରୀକ୍ଷା କରାଯାଇଥିବା ୪୫୦୦ରୁ ଅଧିକ ଲୋକ ସିକଲ୍‌ ସେଲ୍‌ ରରାଗର ଚିକିତ୍ସା ସୁବିଧା ଲାଭ ଉଠାଇଥିଲେ । କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ନୀତି ସମ୍ପର୍କର ସରଚତନତା ସୃଷ୍ଟି କରିବ୍‌ା ଏବ୍‌ଂ ପ୍ରମଖୁ ସରକାରୀ ଯୋଜନା ଗୁଡ଼କିର ଶତ ପ୍ରତିଶତ ଲାଭ ହିତାଧିକାରୀଙ୍କ ପାଖରର ପହଞ୍ଚାଇବା ଏହି ଅଭିଯାନର ଉଦ୍ଦେଶ୍ୟ । ଏହି ଅନୁଯାୟୀ ଯାତ୍ରାର ପ୍ରଥମ ଦିନରର ୨୧୦୦୦ରୁଅଧିକ ରଲାକ ପିଏମ୍‌ ଉଜ୍ଜ୍ୱଳା ଯୋଜନା ପାଇଁ ପଞ୍ଜୀକରଣ କରିଥିଲେ । ନାଗରିକ ମାନଙ୍କର ଭୂମିକା ଏବ୍‌ଂ ଦାୟିତ୍ୱକୁ ସ୍ୱୀକାର କରି ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଏହି ଯାତ୍ରାର ଲକ୍ଷ୍ୟ । ୧୨୦୦ରୁଅଧିକ ପାଇଁ ଭାରତର ସ୍ୱେଚ୍ଛାସେବୀ ମାନଙ୍କ ସହିତ ୮୦,୦୦୦ରୁ ଅଧିକ ଲୋକ ଏଥିରର ପଞ୍ଜୀକୃତ ହୋଇଥିଲେ । ଯେଉଁମାନେ ସଂକଳ୍ପ ପ୍ରତିଶୁତି ପ୍ରତି ଆନୁଗତ୍ୟ ପ୍ରକାଶ କରିଥିରଲ । ପ୍ରଥମ ଦିନରର ଏହିଯାତ୍ରା ୩,୪୪୮ ଜଣ ମହିଳା, ୧,୪୭୫ ଜଣ ଛାତ୍ର, ୪୯୫ ଜଣ ସ୍ଥାନୀୟ କଳାକାର ଏବ୍‌ଂ ୨୯୮ ଜଣ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ସେମାନଙ୍କ ପ୍ରୟାସକୁ ସ୍ୱୀକୃତି ଦେବ୍‌ା ସହ ରସମାନଙ୍କୁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ସ୍ୱୀକାର କରିଛି ।

Leave A Reply

Your email address will not be published.