କେବେ ଆରମ୍ଭ ହେବ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ଚିହ୍ନଟ ପକ୍ରିୟା

0 85
ପାରାଦୀପ , :-କେବେ ଆରମ୍ଭ ହେବ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ଚିହ୍ନଟ ପକ୍ରୀୟା। ରେଡ୍ ଜୋନ ରେ ସମୁଦ୍ର ଉପକୂଳର୍ବୀ ଅଞ୍ଚଳ ।ଆକ୍ସନ୍ ମୁଡ୍ ରେ ରାଜ୍ୟ ସରକାର ଙ୍କ ସ୍ପେଶଲ୍ ଟ୍ରାନ୍ ଫୋର୍ସ ।ଭୋଟର ତାଲିକା ଶହ ରାସନ୍ କାର୍ଡ ରେ ଅନ୍ତର୍ଭୁକ୍ତ ଶହ ଶହ ବାଂଲାଦେଶୀ ଅନୁପ୍ରବେଶକାରୀ ।ଭାରତ ସରକାରଙ୍କ ଦ୍ୱାରା ସିଟିଯେନ୍ ଆମେଣ୍ଟମେଣ୍ଟ ଆର୍କ୍ଟ ଅନୁସାରେ ୧୯୭୧ମସିହାରେ ବିଭାଜନ ପରେ ଅନେକ ଶରଣାର୍ଥୀ ମାନଙ୍କୁ ଭାରତ ସରକାର ଶରଣ ଦେଇଥିଲି। ସେମାନଙ୍କ ମଧ୍ୟରୁ ପ୍ରାୟତ କେନ୍ଦ୍ରାପଡ଼ା ଓ ଜଗସିଂହପୁର ଜିଲ୍ଲା ର ଉପକୁଳ ବସବାସ କରୁଥିଲେ ଭାରତ ସରକାର ସେମାନଙ୍କୁ ପରବର୍ତ୍ତୀ ସମୟରେ ଭାରତୀୟ ନାଗରିକତା ର ପରିଚୟ ପତ୍ର ପ୍ରଦାନ କରିଥିଲେ। ହେଲେ ବେଇମାନ୍ ବାଂଲାଦେଶୀ ମାନେ ନିଜ କାୟ ବିସ୍ତାର ରେ ଵେଷ୍ଟ ରହିଲେ ।ପରବର୍ତ୍ତୀ ସମୟରେ ଜଳ ପଥ ର ସୁଜଗ ନେଇ ପଶି ଆସି ଉପକୁଳ ରେ କାୟା ବିସ୍ତାର ରେ ଶହ ଶହ ବାଂଲାଦେଶୀ ଅନୁପ୍ରବେଶକାରୀ ।
 ଧାମରା ରୁ ପାରାଦ୍ଵୀପ ପାରାଦ୍ଵୀପ ରୁ ପୁରୀ ସମୁଦ୍ର କୂଳିଆ ଅଞ୍ଚଳର ଶହ ଶହ ବାଂଲାଦେଶୀ।୧୯୯୦ ମସିହାର ଗଣନା ଅନୁଯାୟୀ ପାରାଦ୍ଵୀପ ର ଅଠରବାଙ୍କି , ମୂସାଡିଆ, ବିଭିନ୍ନ ସ୍ଥାନରେ ୫୨ପରିବାର ବସବାସ କରୁଥିବା ବେଳେ ବର୍ତମାନ ୫୦୦୦ରେ ପହଞ୍ଚିଲାଣି। ନିଜ ସମ୍ପର୍କୀୟ ର ପରିଚୟ ଦେଇ କାୟା ବିସ୍ତାର କଲେଣି ଶହ ଶହ ବାଂଲାଦେଶୀ। ଖାଲି ସେତିକି ନୁହେଁ ଆଧାର କାର୍ଡ ଠୁ ଆରମ୍ଭ କରି ରାସନ୍ କାର୍ଡ ପଯ୍ୟନ୍ତ ପୁର୍ବ ସରକାର ସମୟରେ ସହଜରେ କରିନେଇ ଜୋର୍ ଜବରଦସ୍ତ ନଦୀ ଉପରେ ଘର କରି ବସ ବାସ କରୁଛନ୍ତି ଶହ ଶହ ବାଂଲାଦେଶୀ ଯାହାକୁ ନେଇ ସ୍ୱୋର ଉଠାଇଲାଣି ସ୍ଥାନୀୟ କୈବର୍ତ୍ତ ସମାଜ ।କେତେବେଳେ ନିଶା ବେପରରେ ମାଳ ମାଳ ଯୁବକ ବନ୍ଧା ହେଇଛନ୍ତି ତ ଅନ୍ୟ ପଟେ ଦେଶର ସୁରକ୍ଷା ପାଇଁ ଚିନ୍ତା।
Leave A Reply

Your email address will not be published.