ଚାରି ଦିନ ବ୍ୟାପି ଅଖଣ୍ଡ ଚବିଶ ପ୍ରହରୀ ମହାମନ୍ତ୍ର ନାମ ଯଜ୍ଞ

0 60

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ କାଟେସାହି ଗ୍ରାମ ରେ ଭାବ ଭକ୍ତି ପୂର୍ଣ୍ଣ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚଳିତ ମଇ ମାସ 22/23/24/25 ଚାରି ଦିନ ବ୍ୟାପି ଅଖଣ୍ଡ ଚବିଶ ପ୍ରହରୀ ମହାମନ୍ତ୍ର ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି, ଶ୍ରୀ ଶ୍ରୀ ମହାବୀର ହନୁମାନ ଙ୍କ ବାର୍ଷିକ ଉତ୍ସବ ରୂପରେ ଏହି ନାମ ଯଜ୍ଞ ପ୍ରତେକ ବର୍ଷ ଅତି ଆଡମ୍ବର ସହିତ ପାଳିତ ହୁଏ, ନିକଟରେ ବୋହି ଯାଉଥିବା ଚିର ଶ୍ରୋତା ସୁନା ନଦୀ ରୁ କଳସ ଯାତ୍ରା ଆରମ୍ଭ ହୋଇ ଥିଲା ପୂଜକ ଯଦୁ ନନା ଙ୍କ ଦ୍ୱାରା ଯଜ୍ଞ ସମ୍ପାଦନ ହୋଇ ଥିବା ବେଳେ ଗ୍ରାମ ର ବରିଷ୍ଠ ବ୍ୟକ୍ତି ଶ୍ରୀ ଦଶରଥ ବାରିକ ଙ୍କ ନେତୃତ୍ୱ ରେ ଏହି ଯଜ୍ଞ ସମ୍ପାଦନ ହୋଇ ଥାଏ. ଏଥିରେ ଝାରବେଡା, ଗୋଧୂଳି, ଭୂୟାଁ ରୋଡ଼କଳାପାନୁଦାସଖୁଣ୍ଟା ବାରିପଦା, ଖପୁରୁବାହାଳ ସମ୍ବଲପୁର,ବଡକମଣ୍ଡରା, ଯଙ୍ଘିରାଦଳ ଅଂଶଗ୍ରହଣ କରି ଥିଲେ..

Leave A Reply

Your email address will not be published.