ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆଭ୍ୟନ୍ତରିଣ୍ ଅଭିଯୋଗ କମିଟି

0 57

ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆଭ୍ୟନ୍ତରିଣ୍ ଅଭିଯୋଗ କମିଟି(ICC), ସ୍ଥାନୀୟ ଅଭିଯୋଗ କମିଟି (LCC), କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ଆଇନ -୨୦୧୩ ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ଜିଲ୍ଲପାଳ ଶ୍ରୀ ଦିଲ୍ଲୀପ ରାଉତରାୟ ଅଧକ୍ଷୀତା କରିଥିଲେ। ଅନ୍ୟ ଅଧିକାରୀ ମାନେ ଥିଲେ ଶ୍ରୀ ସରୋଜ କାନ୍ତ ଦତ୍ତ, ଅତିରିକ୍ତ ଜିଲ୍ଲପାଳ, ଶ୍ରୀ ଶୁଭେନ୍ଦୁ ସାମଲ ,ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ସୁଧି ରଞ୍ଜନ ନାୟକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ,ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଉପ ଜିଲ୍ଲାପାଳ,ପୁଷ୍ପ ଲତା ପତ୍ର,DSWO ଓ ଅନ୍ୟ ବରିଷ୍ଠ ଅଧିକାରୀ।ଏହି କର୍ମଶାଳାରେ କର୍ମକ୍ଷେତ୍ର କାହାକୁ କୁହିବା? ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ରାଷ୍ଟ୍ରାୟତ ଉଦ୍ଦ୍ୟାଗ।, ଡକ୍ଟର ଖାନ କିମ୍ବା ନର୍ସିଂ ହୋମ ଶିକ୍ଷାଅନୁଷ୍ନନ(ସରକାରୀ ଓ ବେସରକାରୀ)।, ଅନସଂଘଟିତ କ୍ଷେତ୍ର।, ଖେଳ, ଷ୍ଟାଡିୟମ୍ ,ହଷ୍ଟେଲ ଆବାସିକ କେନ୍ଦ୍ର ଆଦି। ଯୌନ ନିର୍ଯାତନା କାହାକୁ କହନ୍ତି? ଶରୀରକୁ ଇଚ୍ଛା ବିରୁଦ୍ଧରେ ସ୍ପର୍ଶ କରିବା ପାଈଁ ଉଦ୍ୟମ କରିବା।, ଯୌନଗତ ସଂପର୍କ ସ୍ଥାପନ ପାଈଁ ଅନୁରୋଧ କରିବା।, ଅଶ୍ଳିଳ ମନ୍ତବ୍ୟ ଦେବା।, ଅଶ୍ଳିଳ ଫଟୋ ଦେଖେଇବା।,ସଙ୍କିତିକ ଆଚରଣ,ଅପଦସ୍ତ କରିବା କର୍ମକ୍ଷେତ୍ରରେ ଯେ କୌଣସି ମହିଳା ଏପରି ଶୋଶନ ର ଶିକାର ହେଉଥିଲେ ଅଭିଯୋଗ ଆଭ୍ୟନ୍ତରିଣ୍ ଅଭିଯୋଗ କମିଟି ଅଭିଯୋଗ କରିପାରିବ।

Leave A Reply

Your email address will not be published.