ପୋଲିସ ଦ୍ୱାରା ବିଭିନ ଫାଟକରୁ ନାକବନ୍ଦୀ ଉଛେଦ

ରାୟଗଡା, ଡୁମାଣୀଖବର : ଓଡିଶାର ୩୦ ଗୋଟି ଜିଲ୍ଲାରୁ ରାୟଗଡା ଜିଲ୍ଲା କୋରୋନା ରୋଗ ଠାରୁ ଦୂରରେ ରହିଛି । ଆଜି ଏହି ଜିଲ୍ଲା ଏକ ସ୍ୱ୍ୱଚ୍ଛ ଓ ନିର୍ମଳ କୋରୋନା ରୋଗ ମୁକ୍ତ ଜିଲ୍ଲା ରୂପେ ନିଜର ଆଶା ଓ ବିଶ୍ୱାସ ବଞ୍ଚାଇ ରଖିଛି । ଏହି ଜିଲ୍ଲା ରେ କୋରୋନା ନିଜର କାୟା ବିସ୍ତର କରିବାରେ ସକ୍ଷମ ହୋଇ ପାରିନି । ଏହାର ପଛରେ ଥିବା କୋରୋନା ଯୋଦ୍ଧା ରୂପେ ରାୟଗଡ଼ା ଜିଲ୍ଲାପାଳ, ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାର ସମସ୍ତ ପୋଲିସ କର୍ମ·ରୀ, ଜିଲ୍ଲାର ସମାଜ ସେବୀ, ସ୍ୱାସ୍ଥ୍ୟକର୍ମୀ ସାଙ୍ଗକୁ ଜିଲ୍ଲାର ସମସ୍ତ ଗଣ ମାଧ୍ୟମର ପ୍ରତିନିଧି ଓ ଜିଲ୍ଲାବାସୀଙ୍କ ସହଯୋଗ ଓ ସଚେତନତା ଦ୍ୱାରା । ରାୟଗଡା ପୋଲିସ ଦ୍ୱାରା ରାୟଗଡା ପ୍ରବେଶ ଦ୍ୱାରରେ ଦିନ ରାତି ଖରା ବର୍ଷା ଶୀତ କାକରକୁ ଭୟ ନକରି ଦିନ ରାତି ପାଇଁତାର ମାରି ନିଜର କାର୍ୟସୁ·ରୁ ରୁପେ ସମ୍ପାଦନ କରିଛନ୍ତି , ଯେପରି ବାହାର ରାଜ୍ୟରୁ ପ୍ରାବସି ମନେ ରାୟଗଡାରେ ଲୁଚି ପସିଯିବେ ଓ ସେମାନଙ୍କ ଭିତରେ ଯଦିଓ କୋରୋନା ଭୁତାଣୁ ଥିବ ଓ ଆମ ଜିଲ୍ଲାବାସୀଙ୍କ ସଂସ୍ପର୍ଶରେ ଆସିଯିବ ତାହାକୁ ଆଖି ଆଗରେ ରଖି ବାହାର ରାଜରୁ ଆସୁଥିବା ପ୍ରଦାସୀଙ୍କୁ ସଂମ୍ମନର ସହ ଆୟତ୍ତ କରି ନିଜ ଜିଲ୍ଲାରେ ଥିବା କୋରୋନଟାଇନରେ ଭର୍ତ୍ତୀ କରି ୧୫ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଖାଇବା ଓ ରହିବାର ସମସ୍ତ ବ୍ୟବସ୍ତା କରିବା ସହ ସେମାନଙ୍କ ସ୍ୱସ୍ଥ୍ୟର ଯାଞ୍ଚ କରିବା ପରେ ସେମାନଙ୍କ ଘରକୁ ଛାଡିବା ଓ ବାହାର ରାଜୁରୁ ଆମ ରାଜ୍ୟ ଦେଇ ଅନ୍ୟ ରାଜୁକୁ ଯାଉଥିବା ପ୍ରାବସିମାନଙ୍କୁ କଡା ସୁରକ୍ଷା ବଳୟରେ ବସ ମାଧ୍ୟମରେ ଅନ୍ୟ ରାଜ୍ୟକୁ ବସ ମାଧ୍ୟମରେ ଛାଡ଼ୁ ଥିବା ଦେଖିବକୁ ମିଳିଛି । ବର୍ତ୍ତମାନ ଏହି ଜିଲ୍ଲା ଦେଇ ପ୍ରାବସିଙ୍କ ଆସିବା ଧୀରେ ଧୀରେ କମିବାରେ ଲାଗିବା ସହ ଟ୍ରେନ ଚଳା ଚଳ ଆରମ୍ବ ହୋଇ ଥିବା ଯୋଗୁଁ ଏହି ସବୁ ଫାଟକରେ ମୁତୟନ ହୋଇଥିବା ପୋଲିସ ଭାଇ ଓ ଚେକ ପୋଷ୍ଟ ଗୁଡିକୁ ହଟା ଯାଉଥିବା ଦେଖିବକୁ ମିଳିଛି । ଜିଲ୍ଲା ପ୍ରଶାସନ ଙ୍କ ଜିଲ୍ଲା ବାସୀଙ୍କୁ ପାଇଁ ଏକ ବାର୍ତା ବର୍ତ୍ତମାନ ସୁଦ୍ଧା କୋରୋନା ଯୁଦ୍ଧ ସରିନି ଆଗକୁ ଆମ ଜିଲ୍ଲା ବାସୀ ପୂର୍ବରୁ ଯେପରି କୋରୋନା ଯୋଦ୍ଧା ରୂପେ ଯୁଦ୍ଧ କରି ·ଲିଥିଲେ ଆଗକୁ ସେପରି ଯୋଦ୍ଧା ହୋଇ ନିଜ ଜୀବନ ସହ ଜିଲ୍ଲା ବାସୀଙ୍କ ଜୀବନର ସୁରକ୍ଷା ପ୍ରଦାନ କରିବା, ସବୁ ବେଳେ ମାସ୍କ ପରିଧାନ କରିବା, ଦୂରତା ରକ୍ଷା କରିବା ସହ ଅତିଅଶ୍ୟକ ସ୍ଥଳେ ଘରୁ ବହିରିବା ନଚେତ ଘରେ ରହିବା ଓ ଏକ ସୁସ୍ଥ କୋରୋନା ମୁକ୍ତ ଜୀବନ ପାଇ ବଂଚିବା ।

Comments (0)
Add Comment