ଏଟିମ ନିକଟରେ ଅଜଣା ବୃଦ୍ଧାଙ୍କ ମୁର୍ତ୍ୟୁ

ରାୟଗଡା : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେ କେ ପୁର ଆଇ ଓ ବି ବ୍ୟଙ୍କ ନିକଟ ଏସ ବି ଆଇ ଏଟିମ ନିକଟରେ ଜଣେ ଅଜଣା ବୃଦ୍ଧାର ମୁର୍ତ୍ୟୁ ଘଟିଥିବା ଜଣା ପଡିଛି ।ମଙ୍ଗଳବାର ଦିନ ଠାରୁ ଅଵିଶ୍ରାନ୍ତ ବର୍ଷା ଫଳରେ ବୃଦ୍ଧାଙ୍କଦେହରେ ଥଣ୍ଡା ଜମି ମୃତ୍ୟୁ ବରଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।ସ୍ଥାନୀୟ ଲୋକେ ମୁର୍ତ୍ୟୁ ବୃଦ୍ଧାଙ୍କ ଶବକୁ ଦେଖିବା ପରେ ସ୍ଥାନୀୟ ସରପଞ୍ଚ ଙ୍କୁ ଖବର ଦେବା ପରେ ପୋଲିସ ଓ ଚାନ୍ଦିଲି ସରପଞ୍ଚ ଙ୍କ ସହାୟତା ରେ ଶବ କୁ ଉଦ୍ଧାର କରି ଏକ ଅପମୁର୍ତ୍ତୃ ମାମଲା କେଶ ନ ୧୩/୨୦ ରେ ଏକ ମାମଲା ରୁଜୁ କରିବ୍ୟବଛେଦ ନିମନ୍ତେ ରାୟଗଡା ମୂଖ୍ୟ ଚିକିତ୍ସା ରେ ଭର୍ତ୍ତି କରାଯାଇଛି ଥିବା ତଦନ୍ତ କାରୀ ଅଫିସର ରାଜେଶ୍ୱର ଶବରଙ୍କ ଦ୍ଵାରା ପ୍ରକାଶ ।

Comments (0)
Add Comment