ମାଟ୍ରିକ ଓ +୨ ପରୀକ୍ଷା ସ୍ଥଗିତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୫/୦୪ : ରାଜ୍ୟରେ ସ୍ଥଗିତ ରହିଲା ଦଶମ ଏବଂ ଦ୍ବାଦଶ ଶ୍ରେଶୀ ପରୀକ୍ଷା । ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ଆସନ୍ତା ୧୯ ତାରିଖ ସୋମବାର ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ ହଷ୍ଟେଲ ବନ୍ଦ ହେବା ନେଇ ନିର୍ଦେଶନାମା ଜାରି କରାଯାଇଛି ।

Comments (0)
Add Comment