ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଦିବସ

କର୍ଲIମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ହାଇସ୍କୁଲ ପଡିଆ ଠାରେ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ତତ୍ତ୍ୱାବଧାନରେ କଳାରୁଦ୍ର ଯୁବକ ସଂଘ ହଜାରୀପଡା କୁଶୁର୍ଲା ପକ୍ଷରୁ ବ୍ଲକ ସ୍ତରୀୟ  ଫୁଟବଲ  ଟୁର୍ଣ୍ଣାମେଣ୍ଟ  ହୋଇଯାଇଛି  ତୃତୀୟ ଦିନରେ କୁସୁର୍ଲା ବନାମ ତୁଲାପଡା ଦଳ ମଧ୍ୟରେ  ଖେଳ ଅନୁଷ୍ଠିତ ହୋଇଥିଲା ! କୁସୁର୍ଲା ଦଳ କୁ ହରାଇ ତୁଲାପଡା ଦଳ ବିଜୟ ଲାଭ କରିଛି ! ଆୟୋଜିତ  ଫୁଟ ବଳ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ  ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ , ସମ୍ମାନିତ ଅତିଥି ଭାବେ ଶ୍ରୀ କୁଳମଣି ନାଏକ , ଶ୍ରୀ କମ୍ବୁ ପାଣି ମିଶ୍ର ,ଶ୍ରୀ ଗୁଣନିଧି ସାହୁ, ଶ୍ରୀ ନୈରୁତ ଜାନି,ଶ୍ରୀ ଜନ୍ମେଜୟ ସାହୁ ଓ  ସାମ୍ବାଦିକ କୁଞ୍ଜ ସାହୁ ଉପସ୍ଥିତ ଥିବାବେଳେ କଳାରୁଦ୍ର ଯୁବକ ସଂଘ ଓ ହରଗୌରୀ ଯୁବକ ସଂଘ କୁସୁର୍ଲା ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ଶ୍ରୀ ଯୁଗଳ ନାଗ ମଞ୍ଚପରିଚାଳନା କରିଥିଲେ !!

Comments (0)
Add Comment