ଜାମ୍ମୁ କାଶ୍ମୀରରେ ଖସିପଡ଼ିଲା ସେନା ହେଲିକପ୍ଟର

ଶ୍ରୀନଗର, ୧୧/୦୩: ଜାମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନାର ଚିତା ହେଲିକପ୍ଟର ଗୁରେଜ ସେକ୍ଟରରେ ଖସିପଡ଼ିଥିବା ଜଣାପଡ଼ିଛି । ସୁରକ୍ଷା ଯବାନଙ୍କ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ୍‌ ।

Comments (0)
Add Comment