ଲଡ଼ୁବାବାଙ୍କ ମନ୍ଦିର ସାମ୍ନାରେ ଟ୍ରକ ଧକ୍କାରେ ୩ ବର୍ଷର ଶିଶୁ ମୃତ

ନୟାଗଡ ୨୧`.୫: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଉଳ ବୋଝେଇ ଟ୍ରକ ଧକ୍କାରେ ୩ ବର୍ଷର ଶିଶୁ ମୃତ । ଶରଣକୁଳ ଲଡୁବାବାଙ୍କ ମନ୍ଦିର ସାମ୍ନାରେ ଏହି ଦୁର୍ଘଟଣା ଘଟିଛି । ମୃତ ଶିଶୁ ସ୍ଥାନୀୟ ଧୁଷୁମା ଗାଁର ହୋଇଥିବା ସୂଚନା ମିଳିଛି । ଡ୍ରାଇଭର ଏବଂ ଟ୍ରକକୁ ଥାନାରେ ଅଟକ ରଖିଛି ପୋଲିସ । ଶିଶୁଟି ରାସ୍ତା ପାର ହେଉଥିବାବେଳେ ନୟାଗଡରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଟ୍ରକ୍ ଶିଶୁ ଉପରେ ଚଢିଯାଇଥିଲା ।

Comments (0)
Add Comment