ଏଥର ଷ୍ଟାଡିଅମ ବାହାରେ ଲାଗିବ ବଡ ସ୍କ୍ରିନ ||

କଟକ ମହାନଗର ମେୟର ସୁବାସ ସିଂ ଙ୍କ ସୂଚନା ମୁତାବକ ଆସନ୍ତା ୧୨ ତାରିଖ ରେ କଟକ ବାରବାଟୀ ଷ୍ଟାଡିୟମ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ରେ ହେବାକୁ ଥିବା ମ୍ୟାଚ ଦେଖିବା ପାଇଁ ଏଥର ବାରବାଟୀ ଷ୍ଟାଡିୟମ ବାହାରେ ଲାଗିବ ବଡ ସ୍କ୍ରିନ | ଯେଉଁ କ୍ରିକେଟ ପ୍ରେମୀ ମାନେ ଟିକେଟ ରୁ ବଂଚିତ ହେବେ ସେମାନେ ଷ୍ଟାଡିୟମ ବାହାରେ ସେହି ସ୍କ୍ରିନ ରେ ଦେଖିବାର ସୁଯୋଗ ନେଇ ପାରିବେ |

Comments (0)
Add Comment