ରାଜ୍ୟପାଳଙ୍କୁ ଭେଟିଲେ ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର : – ଓଡିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ସାକ୍ଷାତ କରିଛନ୍ତି । ଏହା ସୌଜନ୍ୟତାମୂଳକ ସାକ୍ଷାତ ଥିଲା ବୋଲି ଜଣା ପଡିଛି ।

ଉଲ୍ଲେଖନୀୟ ଯେ ବିକ୍ରମ କେଶରୀ ଆରୁଖ ଗତ 13 ତାରିଖ ଦିନ ନିର୍ଦନ୍ଦରେ ଓଡିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ ।

Comments (0)
Add Comment