ଆଜି ପବିତ୍ର ଦୋଳ ପୂର୍ଣ୍ଣିମା

ଉତ୍ସବ ମୁଖର ଗାଁଠୁ ସହର । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଦୋଳବେଦୀକୁ ବିଜେ କରିବେ ଶ୍ରୀଜିଉ । ଭକ୍ତଙ୍କ ସହ ଅବିର ଖେଳିବେ ମହାପ୍ରଭୁ ।

Comments (0)
Add Comment