Browsing Category

ଅପରାଧ

ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ

ଭୁବନେଶ୍ୱର,ରାଜଧାନୀ ଭୁବନେଶ୍ୱର ସହିଦ ନଗର ତାରିଣୀ ବସ୍ତିରେ ଗୁଣି ଗାରେଡି ସନ୍ଦେହରେ ପରିବାରକୁ ଆକ୍ରମଣ। ୩୦ରୁ ୪୦ଜଣ ଲୋକ ସଂଘବଦ୍ଧ ଭାବେ ପୁରା ପରିବାରକୁ ଆକ୍ରମଣ…
Read More...

ଆରବିଆଇ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ !

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସକୁ ବୋମାରେ ଉଡ଼ାଇଦେବାକୁ ଧମକ। ମୁମ୍ବାଇରେ ଅବସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) କାର୍ଯ୍ୟାଳୟକୁ ଇମେଲ…
Read More...

ସଂସଦ ଷଡ଼ଯନ୍ତ୍ର : କୁଆଡେ଼ ଗଲା ମାଷ୍ଟରମାଇଣ୍ଡ

ନୂଅଦିଲ୍ଲୀ,୧୪ା୧୨: ପାର୍ଲାମେଣ୍ଟର ଲୋକସଭାରେ ଅନୁପ୍ରବେଶକାରୀଙ୍କ ହଙ୍ଗମା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ତନାଘନା । ୫ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ…
Read More...

“ଏନ୍‌ଆଇଏ’ର ବ୍ୟାପକ ଚଢ଼ଉ; “ଆଇଏସ୍‌ଆଇଏସ୍‌’ ମାମଲାରେ ୧୫ ଗିରଫ

ନୂଆଦିଲ୍ଲୀ: ଇସ୍ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନଆଇଏ)ର ଟିମ୍‌ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି…
Read More...

ଡିପ୍‌ଫେକ୍‌ ରୋକିବାକୁ ଅଣ୍ଟା ଭିଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୨୩ା୧୧: ଅଭିନେତା ହୁଅନ୍ତୁ କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା ଏବେ ସମସ୍ତଙ୍କୁ ଘାରିଛି ଡିପ୍‌ଫେକ୍‌ର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…
Read More...

ନିଶାରେ ଅପରାଧ ଘଟାଇଥିବା ଦର୍ଶାଇଲେ ମଧ୍ୟ ଦଣ୍ଡାଦେଶରୁ ମିଳିବନି ମୁକ୍ତ

ନୂଆଦିଲ୍ଲୀ,୨୩ା୧୧: ସୁପ୍ରିମକୋର୍ଟ କହିଛନ୍ତି ମଦ୍ୟପାନ କରି ନିଶାରେ ଥିବା ସମୟରେ ଏହି ଅପରାଧ ହୋଇଛି ବୋଲି ଯୁକ୍ତି କରି ଦଣ୍ଡକୁ ଏଡାଯାଇପାରିବ ନାହିଁ । ଆହ୍ଲାବାଦ…
Read More...

କାଳୁଚୁଆ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ!

ଖୋର୍ଦ୍ଧା, : ବେଗୁନିଆ ତହସିଲ ଅଧିନସ୍ଥ ଡ଼ଙ୍ଗରପଡା ଗ୍ରାମର କାଳୁ ଚୁଆ ପାହାଡ଼ରେ ବେଆଇନ ଭାବରେ ବ୍ଲାଷ୍ଟିଂ ନେଇ ଗ୍ରାମବାସୀ ମାନେ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ…
Read More...

ହତ୍ୟାକାଣ୍ଡର ପର୍ଦାଫାଶ, ଅଭିଯୁକ୍ତ ଗିରଫ

ବୈପାରିଗୁଡା, : ବୈପାରିଗୁଡା ଅଂଚଳରେ •ଞ୍ଚଲ୍ୟ ସୃଷ୍ଟି କରିଥିବା ଭଳି ଏକ ହତ୍ୟାକାଣ୍ଡ ମାମଲା ଗତ ବୁଧବାର ସନ୍ଧ୍ୟା ୬ଟା ସମୟରେ ଲୋକ ଲୋଚନକୁ ଆସିଥିଲା । ସେହି ସମୟରେ…
Read More...