Browsing Category
ଦେଶ- ବିଦେଶ
ଦାଉଦକୁ କରୋନା
ନୂଆଦିଲ୍ଲୀ, ୫ା୬: କୁଖ୍ୟାତ ଅଣ୍ଡରୱାର୍ଲଡ ଡନ ତଥା ଭାରତର ମୋଷ୍ଟ ୱାଣ୍ଟେଡ୍ ଦାଉଦ ଇବ୍ରାହିମ କରୋନା ସଂକ୍ରମିତ ହୋଇ ପାକିସ୍ତାନର ଏକ ସେନା ହସପିଟାଲରେ ଚିକିତ୍ସିତ!-->…
Read More...
Read More...
ଆସାମରେ ବନ୍ୟା ଓ ଭୂସ୍ଖଳନ, ୩୦ ମୃତ
ଗୌହ୍ୱାଟି : ଲଗାଣ ବର୍ଷା ଯୋଗୁଁ ଆସାମରେ ଜବରଦସ୍ତ କ୍ଷୟକ୍ଷତି ଦେଖିବାକୁ ମିଳୁଛି । ଆସାମର ତିନୋଟି ଜଲ୍ଲାରେ ଭୂସ୍ଖଳନ ଯୋଗୁଁ ୩୦ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା!-->…
Read More...
Read More...
ରାଫେଲ୍ ଡେଲିଭେରୀରେ କୌଣସି ବିଳମ୍ବ ହେବନାହିଁ
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ସାରା ବିଶ୍ୱରେ ଏବେ କାମଧନ୍ଦା ଠପ୍ ପଡ଼ିଛି । ତେବେ ଦୀର୍ଘଦିନର ବ୍ୟବଧାନ ପରେ ଏବେ ପରିସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିବା!-->…
Read More...
Read More...
ଆମେରିକାରେ ସ୍ଥିତି ଅସମ୍ଭାଳ
ୱାଶିଂଟନ : ଆମେରିକାରେ ·ଲିଥିବା ଜାତିଗତ ହିଂସା ମଧ୍ୟରେ ବିକ୍ଷୋଭକାରୀଙ୍କ ସହ ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେନାକୁ ଡାକିଛନ୍ତି । ସେ!-->…
Read More...
Read More...
୩ ଆତଙ୍କୀଙ୍କୁ ନିହତ କଲା ଭାରତୀୟ ସେନା
ଜାମ୍ମୁ : ଭାରତୀୟ ସେନା ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଉପରେ ପଣ୍ଡ କରିଦେଇଛି । ଭାରତୀୟ ସେନା ଏହି ଅବସରରେ ୩ଜଣ!-->…
Read More...
Read More...
ପୂର୍ବରୁ ଦେଶ ପାଇଁ ଯେଉଁ ସଂଗ୍ରାମ ଓ ବଳିଦାନ ଦିଆଯାଇଥିଲା ତାହା କେବଳ ଭ୍ରମ ଥିଲା!
ମୁମ୍ବାଇ : ଶିବସେନା ମୁଖପତ୍ର ‘ସାମ୍ନା’ରେ ମୋଦି ସରକାରଙ୍କ ୬ ବର୍ଷ ପୂର୍ତ୍ତିକୁ ଖୁବ୍ ସମାଲୋଚନା କରାଯାଇଛି । କେନ୍ଦ୍ର ସରକାରଙ୍କ ନୋଟ୍ବନ୍ଦୀ ଓ ଜିଏସ୍ଟି ଭଳି!-->…
Read More...
Read More...
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ବିଶ୍ୱର ସବୁଠୁ ବଡ଼ ସଂକଟ ଭାବେ ଉଭା ହୋଇଛି : ମୋଦି
ନୂଆଦିଲ୍ଲୀ : ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ବିଶ୍ୱର ସବୁଠୁ ବଡ଼ ସଂକଟ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କରୋନା ଭାଇରସ୍!-->…
Read More...
Read More...
ଦୁଃଖ ଯେବେ ଆସେ…
ପାଟନା: ବିହାରର ମୁଜାଫରପୁର୍ ରେଲ୍ୱେ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଦୁନିଆ କ'ଣ ଭଲ ଭାବରେ ଜାଣି ନ ଥିବା!-->…
Read More...
Read More...
ନିଜ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଜିନ୍ପିଙ୍ଗ୍
ବେଜିଂ: କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା ପରେ ଚୀନ୍ ସହିତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହିତ ଏହାର ସମ୍ପର୍କ ଖରାପ ହୋଇଛି । ଲଦାଖରେ ଏବେ ଭାରତ ସହିତ!-->…
Read More...
Read More...
ପ୍ରବାସୀ ଶ୍ରମିକ ଚିନ୍ତା, ସୁପ୍ରିମ୍କୋର୍ଟ କ୍ଷୁବ୍ଧ
ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ·ଲିଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଏହାକୁ ନେଇ ସୁପ୍ରିମ୍କୋର୍ଟ କହିଛନ୍ତି କି!-->…
Read More...
Read More...