Browsing Category
ମନୋରଞ୍ଜନ
ଲକ୍ଡାଉନ୍ରେ ଘରେ ବାସନ ସଫା କରିଥାନ୍ତି ସାହିଦ୍
ଗତକାଲି ସାହିଦ କପୁର ନିଜ ପ୍ରଶଂସକଙ୍କ ସହ ‘ଇଗ୍ଦଳ ଇଦ୍ଭଚ୍ଚଗ୍ଧଷସଦ୍ଭଶ ଝରଗ୍ଦଗ୍ଦସକ୍ଟଦ୍ଭ’ ରଖିଥିଲେ । ଏହି ସେସନ୍ସରେ ସାହିଦ ପ୍ରତ୍ୟେକ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର!-->…
Read More...
Read More...
ବଲିଉଡ୍ରେ ଏଣ୍ଟ୍ରି ପାଇଁ ସନ୍ନିଙ୍କୁ ସହାୟତା କରିଥିଲେ ମହେଶ ଭଟ୍ଟ
ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ଆସି ହିନ୍ଦୀ ସିନେମାରେ ଜଣେ ଚର୍ଚ୍ଚିତ ଚେହେରା ହେବାପାଇଁ ଅଭିନେତ୍ରୀ ସନ୍ନି ଲିଓନଙ୍କ ପାଇଁ କିଛି କମ୍ ଚାଲେଞ୍ଜପୂର୍ଣ୍ଣ ନଥିଲା । ଅତୀତକୁ!-->…
Read More...
Read More...
ଡନ୍କୁ ପୂରିଲା ୪୨, ଆୱାର୍ଡ ଶୋ’ର କିଛି ସ୍ମୃତି ବଖାଣିଲେ ଅମିତାଭ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସେୟାର କରିଥାନ୍ତି । ଏପରିକି ତାଙ୍କ ପ୍ରଶଂସକଙ୍କୁ ନିଜ ପରିବାର ବୋଲି!-->…
Read More...
Read More...
ଟେନ୍ସନ୍ରେ ସାୟନ୍ତନୀ
ନାଗିନ୍-୪ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସାୟନ୍ତନୀ ଘୋଷ ଓ ତାଙ୍କ ବୟଫ୍ରେଣ୍ଡ ଅନୁଗ୍ରହ ତିୱାରୀ ୨୦୨୦ରେ ଶେଷ ସୁଦ୍ଧା ବିବାହ କରିବା ପାଇଁ ମନସ୍ଥ!-->…
Read More...
Read More...
ମୁହଁରେ ମାସ୍କ ଲଗାଇବାର ବାର୍ତ୍ତା ବାଣ୍ଟିଲା ପ୍ରିୟଙ୍କା
କରୋନା ଭାଇରସ୍ରୁ ବର୍ତ୍ତିବା ପାଇଁ ସବୁଠି ଲକ୍ଡାଉନ୍ ସ୍ଥିତି ଜାରି ରହିଛି । ସବୁ ଲୋକ ଏବେ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି!-->…
Read More...
Read More...
ପୁନମ୍ଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର
ସବୁବେଳେ ବିବାଦଘେରରେ ରହୁଥିବା ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ ପୁଣି ଏକ ନୂଆ ବିବାଦରେ । ପୁନମ୍ ପାଣ୍ଡେ ମୁମ୍ବାଇ ମରିନ୍ ଡ୍ରାଇଭ୍ରେ ତାଙ୍କର ଜଣେ ସାଙ୍ଗଙ୍କ!-->…
Read More...
Read More...
‘ଜଞ୍ଜିର’କୁ ୪୭ ପୂରିଲା, ପ୍ରଶଂସକଙ୍କୁ ବଧାଇ ଜଣାଇଲେ ଅମିତାଭ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ନାୟକରୁ ମହାନାୟକ ବନିବାରେ ପ୍ରକାଶ ମେହେରାଙ୍କ ଫିଲ୍ମ ‘ଜଞ୍ଜିର’ର ଭୂମିକା ଥିଲା ଅନନ୍ୟ । ‘ଜଞ୍ଜିର’ ପୂର୍ବରୁ ଅମିତାଭଙ୍କ ଫିଲ୍ମକୁ!-->…
Read More...
Read More...
ଟ୍ରୋଲର କଡ଼ା ଜବାବ ଦେଲେ ସୋନା
କରୋନା ଭାଇରସ୍ ମଣିଷର ଜୀବନଯାତ୍ରାକୁ ଖୁବ୍ ପ୍ରଭାବିତ କରିଛି । ସେହିପରି ବର୍ତ୍ତମାନର ସମଗ୍ର ବିଶ୍ୱର ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଏହି ମାରାତ୍ମକ!-->…
Read More...
Read More...
‘ପ୍ଲିଜ୍, ଫେରିଆସ ଇର୍ଫାନ୍ ଖାନ୍’
ଦିବଂଗତ ବଲିଉଡ୍ ଷ୍ଟାର ଇର୍ଫାନ୍ ଖାନ୍ କେବଳ ଯେ ଜଣେ ଭଲ ଅଭିନେତା ନୁହଁନ୍ତି ବରଂ ଜଣେ ଭଲ ମଣିଷ ଥିଲେ । ନିକଟରେ ତାଙ୍କ ମୃତ୍ୟୁ ବଲିଉଡ୍ ଜଗତ ପାଇଁ ଅପୂରଣୀୟ କ୍ଷତି!-->…
Read More...
Read More...
ଆପଣ ଆମ ପରିବାରର ସମସ୍ତଙ୍କ ହୃଦୟରେ ସର୍ବଦା ରହିବେ ଚିଣ୍ଟୁ ଅଙ୍କଲ : ରବୀନା
ବଲିଉଡ୍ର ଭେଟେରାନ ଆକ୍ଟର ଋଷି କପୁର ଯଦିଓ ଆଉ ଦୁନିଆରେ ନାହାନ୍ତି ତଥାପି ଲକ୍ଷ ଲକ୍ଷ ପ୍ରଶଂସକ ଏବେବି ତାଙ୍କୁ ଝୁରିହେଉଛନ୍ତି । ତାଙ୍କ ମୃତ୍ୟୁ ପରଠାରୁ ପ୍ରତ୍ୟେକ!-->…
Read More...
Read More...