Browsing Category

ମନୋରଞ୍ଜନ

ପୁଣି ଥରେ ତୁଳସୀ ଭୂମିକାରେ ନଜର ଆସିବେ ସ୍ମୃତି ଇରାନି!

ମୁମ୍ବାଇ, : ଏକ୍‌ତା କପୁରଙ୍କ ଦ୍ୱାରା ର୍ନିମିତ ଲୋକପ୍ରିୟ ଟେଲିଭିଜନ ଧାରାବାହିକ \"କ୍ୟୁଁକି ଶାର୍ ଭି କଭି ବୋହୂ ଥି\' ଆଉ ଥରେ ପରଦାରେ ଦେଖିବାକୁ ମିଳିବ ବୋଲି…
Read More...

ଶ୍ରୀଲୀଲାଙ୍କ ସହିତ ଡେଟିଂକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ମୁମ୍ବାଇ, : ଖୁବଶୀଘ୍ର ନିଦେ୍ର୍ଦଶକ ଅନୁରାଗ ବାସୁଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ ଆରୟନ । କାର୍ତ୍ତିକ ଆଗାମୀ ଦିନରେ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ପରଦାରେ…
Read More...

ଅନନ୍ୟାଙ୍କ ଲାଇଫରେ କମବ୍ୟାକ୍ କରିବେ ଆଦିତ୍ୟ!

ମୁମ୍ବାଇ, : ଦୀର୍ଘ ଦୁଇବର୍ଷ ସଂପର୍କରେ ରହିବା ପରେ ବିଚ୍ଛେଦ ପଥରେ ଚାଲିଥିଲେ ଅନନ୍ୟା ପାଣ୍ଡେ ଓ ଆଦିତ୍ୟ ରୟ କପୁର । ସଂପର୍କ ଭାଙ୍ଗିବାର କଷ୍ଟ କାଳେ ଅନନ୍ୟା ଅଧିକ…
Read More...

ଦେବରା-୨\’ର ହେବ ସିକ୍ୱେଲ, ଚର୍ଚ୍ଚା ଉପରେ ମୋହର ମାରିଲେ ଜୁନିୟର ଏନଟିଆର

ମୁମ୍ବାଇ,: ଗତ ବର୍ଷର ଅନ୍ୟତମ ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା \"ଦେବରା- ୧\' । ୨୦୨୨ରେ ରାଜାମୌଲୀଙ୍କ ଫିଲ୍ମ \"ଆର୍‌ଆର୍‌ଆର୍‌\'ର ସଫଳତା ପରେ ଏହା ଥିଲା ଏନଟିଆରଙ୍କ…
Read More...

ସଲମାନ ଖାନଙ୍କ “ସିକନ୍ଦର’ ଭାଙ୍ଗିଲା ଭିକି କୌଶଳଙ୍କ “ଛାବା’ର ରେକର୍ଡ

ମୁମ୍ୱାଇ, : ଆକ୍ସନ ଥ୍ରୀଲର ଫିଲ୍ମ "ସିକନ୍ଦର' ଦ୍ୱିତୀୟ ଦିନ ବକ୍ସ ଅଫିସରେ ଭଲ ଆୟ କରିଛି । ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସ ଠାରୁ…
Read More...

କୁମାର ସଙ୍ଗକାରାଙ୍କୁ ଡେଟ୍ କରୁଛନ୍ତି ମଲାଇକା

ମୁମ୍ବାଇ,: ବଲିଉଡର ଫିଟନେସ୍ କ୍ୱିନ୍ ମଲାଇକା ଆରୋରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ଫିଟନେସକୁ ନେଇ ତ ଆଉ କେତେବେଳେ ଆଫେୟାର୍ସକୁ ନେଇ । ନିକଟରେ…
Read More...

ଆୟୋଜକଙ୍କ ୪.୫୨ କୋଟି ଟଙ୍କାର କ୍ଷତି ଦାବି ଉପରେ ନେହାଙ୍କ ଜବାବ

ନୂଆଦିଲ୍ଲୀ, : ମେଲବର୍ଣ୍ଣ କନସର୍ଟରେ ବିଳମ୍ବରେ ପହଞ୍ଚିବା ନେଇ ବିବାଦରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର । ୩ ଘଣ୍ଟା ବିଳମ୍ବରେ ପହଞ୍ଚିବା ଯୋଗୁଁ…
Read More...

\”ସିକନ୍ଦର\’ ପୂର୍ବରୁ ରଶ୍ମିକାଙ୍କୁ ମୁଁ ଜାଣିନଥିଲେ: ସଲମାନ

ମୁମ୍ୱାଇ, : ସଲମାନ ଖାନଙ୍କ ଫିଲ୍ମ \"ସିକନ୍ଦର\' ରିଲିଜ୍ ପାଇଁ ପ୍ରସ୍ତୁତ । ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ଅଛନ୍ତି । ଦୁହିଁଙ୍କ ଅନସ୍କ୍ରିନ୍…
Read More...

\”ଦ ଭୁତନୀ\’ ଟ୍ରେଲର ଲଞ୍ଚ: ଷ୍ଟାଇଲିଶ୍ ଲୁକରେ ନଜର ଆସିଲେ ସଞ୍ଜୟ ଦତ୍ତ

ମୁମ୍ବାଇ, : ବଲିଉଡ଼ର ଭେଟରାନ ଅଭିନେତା ସଞ୍ଜୟ ଦତ୍ତ ଖୁବଶୀଘ୍ର ମୋନୀ ରାୟଙ୍କ ସହ ଫିଲ୍ମ \"ଦ ଭୁତନୀ\'ରେ ନଜର ଆସିବାକୁ ଅଛନ୍ତି । ଏହାର ଟ୍ରେଲର ଲଞ୍ଚ ହୋଇଛି । ଯାହାର…
Read More...

ପରଦାକୁ ଆସିବ ଯୋଗୀଙ୍କ ବାୟୋପିକ୍ “ଅଜେୟ’

ମୁମ୍ବାଇ, : ପରଦାକୁ ଆସିବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍ । ଫିଲ୍ମର ଟାଇଟଲ୍ "ଅଜେୟ: ଦ ଅନ୍ଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ' । ଏହାର…
Read More...