Browsing Category
ରାଜନୀତି
କେନ୍ଦ୍ର ସରକାରଙ୍କ କୃଷି ବିଧେୟକକୁ ବିରୋଧ କରି ରାହୁଳ ଟ୍ରାକ୍ଟର ରୋଡ୍ ଶୋ’ରେ ଭାଗ ନେବେ
ନୂଆଦିଲ୍ଲୀ : କେନ୍ଦ୍ରୀୟ କୃଷି ଅଧ୍ୟାଦେଶକୁ ନେଇ ରାହୁଳ ଗାନ୍ଧି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପଞ୍ଜାବ ଗସ୍ତ କରିବେ । ଫତେଗଡ଼ ସାହିବ ବଦନୀ କଲାଂ ଠାରେ ଏହାର ଆରମ୍ଭ!-->…
Read More...
Read More...
ଭୋଟ୍ ମାଗିବାକୁ ଯାଇଥିଲେ
୫ ବର୍ଷରେ କ’ଣ କରିଛ କହି ଲୋକେ ବାଡ଼େଇଲେ
ପାଟନା : ବିହାରରେ ବିଧାନସଭା ନିର୍ବାଚନ ବିଗୁଲ୍ ବାଜିବା ପରେ ସବୁ ଦଳର ନେତାମାନେ ଏବେ ସକ୍ରିୟ ହୋଇଯାଇଛି । ଏଭଳି!-->!-->!-->…
Read More...
Read More...
ଯେଉଁ ଥାଳିରେ ଖାଉଛ, ସେହି ଥାଳିରେ ଛେଦ କରୁଛ : ଜୟା
ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ବଲିଉଡକୁ ଡ୍ରଗ୍ସ କନେକ୍ସନକୁ ନେଇ ଷଡଯନ୍ତ୍ର କରାଯାଉଛି । ମଙ୍ଗଳବାର ରାଜ୍ୟସଭାରେ ଏସ୍ପି ସାଂସଦ ଏହି ବିବତ୍ତି!-->…
Read More...
Read More...
ମୁମ୍ବାଇକୁ ବଦନାମ୍ କରିବାର ଷଡ଼ଯନ୍ତ୍ର ଚାଲିଛି : ସଞ୍ଜୟ
ନୂଆଦିଲ୍ଲୀ: ଶିବସେନା ସାଂସଦ ସଞ୍ଜୟ ରାୱତ ରବିବାର କହିଛନ୍ତି ଯେ ଅଭିନେତ୍ରୀ କଙ୍ଗନା ରନାୱତ ମୁମ୍ବାଇକୁ ପାକ୍ ଅଧିକୃତ କାଶ୍ମୀର ସହ ତୁଳନା କରୁଥିବା ସତ୍ତେ୍ୱ ବିଜେପି!-->…
Read More...
Read More...
ତେଜପ୍ରତାପଙ୍କ ବିରୋଧରେ ନିର୍ବାଚନ ଲଢ଼ିପାରନ୍ତି ଐଶ୍ୱର୍ଯ୍ୟା
ପାଟନା : ବିହାରରେ ବିଧାନସଭା ର୍ନିବାଚନ ଶୀଘ୍ର ପାଖେଇ ଆସୁଥିବାରୁ ଆଶା କରାଯାଉଛି ଯେ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ଠାରୁ ଅଲଗା ହୋଇଯାଇଥିବା!-->…
Read More...
Read More...
ବାଂଲାଦେଶକୁ ୟୁରିଆ ଯୋଗାଣ ପାଇଁ ନେପାଳର ଅନୁରୋଧ
ଢ଼ାକା : ନେପାଳ ବର୍ତ୍ତମାନ ବାଂଲାଦେଶରୁ ସହାୟତା ମାଗିଛି । ନେପାଳର ପ୍ରଧାନମନ୍ତ୍ରୀ ଅଲି ମଙ୍ଗଳବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଡାକି ୟୁରିଆ ପାଇଁ!-->…
Read More...
Read More...
ଉତ୍ତରପ୍ରଦେଶରେ ଜଙ୍ଗଲରାଜ୍ ଚାଲିଛି : ମାୟାବତୀ
ଲକ୍ଷେ୍ନø : ଉତ୍ତରପ୍ରଦେଶରେ ବଢ଼ୁଥିବା ଅପରାଧକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ । ସର୍ବପ୍ରଥମ ଉତ୍ତରପ୍ରଦେଶ ଯୋଗୀ!-->…
Read More...
Read More...
ଇଭିଏମ୍ ବ୍ୟବହାର ଭାରତୀୟ ଗଣତନ୍ତ୍ରକୁ ଧ୍ୱଂସ କରିଦେବ: ଦିଗବିଜୟ
ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପୁଣି ଥରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ(ଇଭିଏମ) ପ୍ରସଙ୍ଗ!-->…
Read More...
Read More...
ନେତୃତ୍ୱ ପରିବର୍ତ୍ତନର ଅଧିକାର କେବଳ ସୋନିଆଙ୍କର ରହିଛି : ଖୁର୍ସିଦ୍
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ ସୋନିଆ ଗାନ୍ଧୀ ଏହି ପଦବୀରେ ଥିବାରୁ କଂଗ୍ରେସ ପାଇଁ କୌଣସି ସଭାପତି ଆବଶ୍ୟକତା ନାହିଁ ।!-->…
Read More...
Read More...
ଅଭିବ୍ୟକ୍ତିର ସ୍ୱାଧୀନତା ବିପଦରେ : ସୋନିଆ
ନୂଆଦିଲ୍ଲୀ: କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏବେ!-->…
Read More...
Read More...