Browsing Category

ରାଜନୀତି

ଜୋ ବିଡେନ ଆମେରିକାର ମହାନତାର ବିନାଶକାରୀ ହେବେ: ଟ୍ରମ୍ପ

ୱାଶିଂଟନ୍ : ହ୍ୱାଇଟ ହାଉସରେ ଆଉ ·ରି ବର୍ଷ ଖୋଜୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଗଣତାନ୍ତ୍ରିକ ପ୍ରତିଦ୍ୱ­ନ୍ଦ୍ୱୀ ଜୋ ବିଡେନଙ୍କ ଉପରେ ଜୋର୍ଦାର
Read More...

କେବଳ ଭାରତ ହିଁ ଚୀନକୁ ଦେଇପାରିବ ଉଚିତ୍ ଜବାବ : ବରୁଣ ଗାନ୍ଧି

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ନେତା ବରୁଣ ଗାନ୍ଧୀ ଗୁରୁବାର କହିଛନ୍ତି ଯେ ଭାରତ ହେଉଛି ଏକମାତ୍ର ଦେଶ ଯିଏକି ଚୀନ୍କୁ ଜବାବ ଦେଇପାରିବ । ପରେ ଚୀନ୍
Read More...

ନୀତିଶଙ୍କୁ ଭେଟିଲେ ଜିତନ୍

୩୦ରେ ଏନଡିଏରେ ବିଲୟ ହେବ ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ସମୀକରଣ କରାଯାଉଛି । ଗ୍ରାଣ୍ଡ ଆଲାଇନ୍ସରୁ ବିଦାୟ
Read More...

ନିଟ୍ ଓ ଜେଇଇ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟ

ନୂଆଦିଲ୍ଲୀ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ବୁଧବାର କଂଗ୍ରେସ ସମର୍ଥିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା
Read More...

ପେଟ୍ରୋଲ ଓ ଜିନିଷପତ୍ରର ଦରବୃଦ୍ଧି କରି ମୋଦି ସରକାର ଲୋକଙ୍କୁ ଲୁଟୁଛନ୍ତି : ରାହୁଳ

ନୂଆଦିଲ୍ଲୀ : କରୋନା ସଂକଟ କାଳରେ ଯେତେବେଳେକି ଲୋକମାନେ ·କିରୀ ସମସ୍ୟା ଦେଇ ଗତି କରୁଛନ୍ତି ଠିକ୍ ସେହି ସମୟରେ ପେଟ୍ରୋଲ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର
Read More...

ବିଜେପି ସହ ଭେଟିବାକୁ ନେଇ ଯଦି କେହି ପ୍ରମାଣ କରିଦିଏ ତେବେ ଦଳର ସମସ୍ତ ପଦବୀରୁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ :…

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦଳର ସଭାପତି ପଦ ପାଇଁ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା
Read More...

ଅଣ-ଗାନ୍ଧୀ ପରିବାରର କେହି ଜଣେ କଂଗ୍ରେସ ସଭାପତି ହେବା ଉଚିତ୍ : ସଞ୍ଜୟ ଝା

ନୂଆଦିଲ୍ଲୀ : ନେତୃତ୍ୱ ପରିବର୍ତ୍ତନ ଦାବି ମଧ୍ୟରେ କଂଗ୍ରେସର ସଞ୍ଜୟ ଝା ଦାବି କରିଛନ୍ତି ଯେ ଅଣ-ଗାନ୍ଧୀ ପରିବାରର କେହି ଜଣେ କଂଗ୍ରେସ ସଭାପତି ହେବା ଉଚିତ୍ । ସଞ୍ଜୟ
Read More...

ବିଜେପି-ଜେଡିୟୁ-ଏଲଜେପି ମିଶି ନିର୍ବାଚନ ଲଢ଼ିବେ : ଜେପି ନଡ୍ଡା

ପାଟନା : ବିହାରରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ସମୟରେ ବିହାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକ
Read More...

କଂଗ୍ରେସର ହେବ ବଡ଼ ପରିବର୍ତ୍ତନ, ସୋନିଆଙ୍କୁ ୨୩ ବରିଷ୍ଠ ନେତାଙ୍କ ଚିଠି

ନୂଆଦିଲ୍ଲୀ, ୨୩ ।୮ : କଂଗ୍ରେସରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । କଂଗ୍ରେସରେ ପରିବର୍ତ୍ତନ ଆଣିବାକୁ ·ହୁଁଥିବା ଦଳର ବରିଷ୍ଠ ୨୩ ନେତା, ସିଡବ୍ଲ୍ୟୁଡିସି ସଦସ୍ୟ,
Read More...

ଜାମ୍ମୁ କାଶ୍ମୀରର ଧାରା ୩୭୦ ପୁନରୁଦ୍ଧାର ପାଇଁ ସବୁ ଦଳ ଏକାଠି ହେବାକୁ ଆହ୍ୱାନ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟାଯିବା ପରେ ଏକ ବଡ଼ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରର ସମସ୍ତ ପ୍ରମୁଖ ରାଜନୈତିକ ଦଳ ଧାରା
Read More...