Browsing Category

Bollywood

ଇଣ୍ଟରନ୍ୟାସନାଲ ସ୍ପାଇ ମ୍ୟୁଜିୟମରେ \”ଏକ୍ ଥା ଟାଇଗର\’

ନୂଆଦିଲ୍ଲୀ,: ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି ୨୦୧୨ରେ ମୁକ୍ତିପ୍ରାପ୍ତ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର୍ ଫିଲ୍ମ \"ଏକ୍ ଥା ଟାଇଗର\' । କବୀର…
Read More...

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟ ବଚନ

ନୂଆଦିଲ୍ଲୀ, : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜ୍ୟିକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ…
Read More...

କୃଷ୍ଣା ଅଭିଷେକଙ୍କ ସହ ଝଗଡ଼ା ପରେ କପିଲ ଶର୍ମା ସୋ’ ଛାଡ଼ିଲେ କିକୁ!

ମୁମ୍ବାଇ, : ଅଭିନେତା-କମେଡିଆନ କିକୁ ଶାରଦା କପିଲ ଶର୍ମାଙ୍କ ସୋ'ରେ ସବୁଠାରୁ ଦୀର୍ଘ ସମୟ ଧରି କାମ କରୁଥିବା କଳାକାରମାନଙ୍କ ମଧ୍ୟରୁ ଜଣେ । କପିଲ ଶର୍ମାଙ୍କ ସହ ଝଗଡ଼ା…
Read More...

ଶିଳ୍ପା ଶେଟ୍ଟୀ ଓ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାଁରେ ଲୁକ ଆଉଟ ନୋଟିସ

ମୁମ୍ବାଇ, : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢିଛି । ୬୦ କୋଟି ଟଙ୍କାର ଠକେଇ ମାମଲାରେ ଶିଳ୍ପା ଓ ରାଜଙ୍କ ନାଁରେ…
Read More...

କମ୍ ବଜେଟ୍‌ର ତିନି ଫିଲ୍ମର କଲେକ୍ସନ ହଜାରେ କୋଟି

ମୁମ୍ବାଇ, : ଗତ ୧ ମାସ ଧରି, ସୈୟାରା, ମହାବତାର ନରସିଂହ ଏବଂ କନ୍ନଡ ଫିଲ୍ମ ସୁ ଫ୍ରମ୍ ସୋକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଏହି ତିନୋଟି ଫିଲ୍ମର ମୋଟ…
Read More...

ସେଲ୍ଫି ନେବାରୁ ଫ୍ୟାନ୍‌ଙ୍କୁ ଗାଳି ଦେବା ସହ ଧକ୍କା ଦେଲେ

ନୂଆଦିଲ୍ଲୀ,: ରାଗରେ ତମ ତମ ହୋଇଗଲେ । ଖାଲି ସେତିକି ନୁହେଁ ଜଣେ ଫ୍ୟାନ୍‌ଙ୍କୁ ଗାଳି ଦେବା ସହ ଧକ୍କା ମାରିଲେ । ପ୍ରଶଂସକ ଜଣକ କେବଳ ତାଙ୍କ ପସନ୍ଦର ଅଭିନେତ୍ରୀଙ୍କ ସହ…
Read More...

ବିଗ୍ ବସ୍ ସିଜନ୍ ୧୯ରେ ନଜର ଆସିବେ ପହଲଗାମ ହମଲାରେ ଶହୀଦଙ୍କ ପତ୍ନୀ

ନୂଆଦିଲ୍ଲୀ,: ଏପ୍ରିଲ ୨୨, ଏ ତାରିଖକୁ କେହି କେବେ ଭୁଲି ପାରିବେ ନାହିଁ । ମିନି ସ୍ୱିଜରଲାଣ୍ଡ କୁହାଯାଉଥିବା ପହଲଗାମର ବୈସରନ ଘାଟିରେ ରକ୍ତର ନଦୀ ବୁହାଇଥିଲେ ଆତଙ୍କୀ…
Read More...

‘ଯିଏ ସଲମାନଙ୍କ ସହ କାମ କରିବ, ତା\’ଛାତିରେ ଗୁଳି ବାଜିବ’

ମୁମ୍ବାଇ, : କମେଡିଆନ କପିଲ ଶର୍ମାଙ୍କ କାଫେ କ୍ୟାପ୍ସରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି । ଏପର୍ଯ୍ୟନ୍ତ ଏହି କାଫେରେ ଦୁଇଥର ଗୁଳିକାଣ୍ଡ ଘଟିଛି । ଏହା ସହିତ, ଲରେନ୍ସ…
Read More...

ମୁଁ ହିନ୍ଦୀରେ କହିବିନି, ବୁଝିଲେ ବୁଝ ନହେଲେ ନାହିଁ: କାଜୋଲ

ମୁମ୍ବାଇ, : ମହାରାଷ୍ଟ୍ରରେ, ବିଶେଷକରି ମୁମ୍ବାଇରେ ମରାଠୀ ବନାମ ହିନ୍ଦୀ ଭାଷାକୁ ନେଇ ବିବାଦ ଚାଲିଛି । ମୁମ୍ବାଇରେ ଅନେକ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମରାଠୀ କହିବାକୁ…
Read More...

‘ୱାର ୨\’ର ଗୀତ ‘ଜନାବେ ଆଲି\’ ଟିଜର ଆଉଟ୍‌

ମୁମ୍ବାଇ,: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର ୨\' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ବର୍ତ୍ତମାନ…
Read More...