Browsing Category
Sports
ଜାତୀୟ ମାଗାଜିନରେ କେଜିବିଭି ଛାତ୍ରୀ ବିଭୂତିଙ୍କ ସଫଳ କାହାଣୀ
ଭୁବନେଶ୍ୱର, ୨୩ା୭ : ଜାତୀୟସ୍ତରୀୟ ମାଗାଜିନ୍ରେ ସ୍ଥାନ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ । ଜାତୀୟସ୍ତରୀୟ ହାଣ୍ଡବଲ୍ ଖେଳାଳୀ ବିଭୂତି ମୁଣ୍ଡାଗାଡ଼ିଆଙ୍କ…
Read More...
Read More...
ଆଇସିସି ହଲ୍ ଅଫ୍ ଫେମରେ ମହେନ୍ଦ୍ର ସିଂହ ଧୋନୀ
ନୂଆଦିଲ୍ଲୀ, ୧୦ା୬: କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଇସିସି ହଲ୍ ଅଫ୍…
Read More...
Read More...
ପଡ଼ିଆ ମଝିରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆଖିରେ ଲୁହ
ନୂଆଦିଲ୍ଲୀ, ୯ା୬ : ଫୁଟବଲ୍ ବାଦ୍ଶାହା କ୍ରିଷ୍ଟିଆନୋ ରୋନାଲ୍ଡୋ ପଡ଼ିଆରେ ଭାବପ୍ରବଣ ହୋଇପଡ଼ିଛନ୍ତି । ଏହି ଲୁହ ଆନନ୍ଦର ଥିଲା । ପର୍ତ୍ତୁଗାଲ ନେସନ୍ସ ଲିଗର ଫାଇନାଲରେ…
Read More...
Read More...
ଫ୍ରେଞ୍ଚ ଓପନ: ଫାଇନାଲରେ ବିଶ୍ୱର ୧ନଂ ସିନରଙ୍କୁ ହରାଇ ଅଲକାରାଜ ଚାମ୍ପିଅନ୍
ପ୍ୟାରିସ, ୯ା୮ : ବିଶ୍ୱର ଏକ ନମ୍ବର ଖେଳାଳି ଜାନିକ ସିନରଙ୍କୁ ୪-୬, ୬-୭ (୪-୭), ୬-୪, ୭-୬ (୭-୪), ୭-୬ (୧୦-୨) ସେଟରେ ପରାଜିତ କରି ଦୁଇ ନମ୍ବର ଖେଳାଳି କାର୍ଲୋସ…
Read More...
Read More...
ବେଙ୍ଗାଲୁରୁ ଦଙ୍ଗା ପରେ ମୁହଁ ଖୋଲିଲେ କୋହଲି
ବେଙ୍ଗାଲୁରୁ, ୫ା୬: ଆରସିବିର ବିଜୟ ଶୋଭାଯାତ୍ରା ବେଳେ ଦଳାଚକଟା ଘଟଣା । ୧୧ ଜଣଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଦଳାଚକଟା…
Read More...
Read More...
ଐତିହାସିକ ବିଜୟ ପରେ ପ୍ରଥମ ପୋଷ୍ଟ କଲେ କୋହଲି
ନୂଆଦିଲ୍ଲୀ, ୪ା୬ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ·ମ୍ପିୟନ୍ ହୋଇଛି । ଏହି ଐତିହାସିକ ବିଜୟ ପରେ, ଦଳର ସବୁଠାରୁ ବରିଷ୍ଠ ଖେଳାଳି ବିରାଟ କୋହଲି…
Read More...
Read More...
ଦେବଗଡରେ ୨୦୫ କୋଟିର ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର, ୩ା୬ : ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ଦେବଗଡ଼କୁ ଏବେ ଦିଆଯାଇଛି ବିକାଶର ପ୍ରାଥମିକତା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦେବଗଡ଼ ଜିଲ୍ଲା ଗସ୍ତରେ…
Read More...
Read More...
କବାଡିରୁ ଅବସର ନେଲେ କିମ୍ବଦନ୍ତୀ ପ୍ରଦୀପ ନରୱାଲ
ନୂଆଦିଲ୍ଲୀ, ୩ା୬: ଡୁବକି କିଙ୍ଗ ଭାବେ ପରିଚିତ ଷ୍ଟାର କବାଡି ଖେଳାଳି ପ୍ରଦୀପ ନରୱାଲ ବେଶ ଭାବବିହ୍ୱଳ ଢଙ୍ଗରେ ଅବସର ଘୋଷଣା କରିଛନ୍ତି । ଭାରତ ପାଇଁ ଏକାଧିକ ବିଶ୍ୱକପ…
Read More...
Read More...
ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟ: ୱାର୍ଲ୍ଡ ନଂ ୧ ଖେଳାଳିଙ୍କୁ ହରାଇଲେ ଡି ଗୁକେଶ
ନୂଆଦିଲ୍ଲୀ, ୨ା୬ : ବିଶ୍ୱ ଚେସ୍ ·ମ୍ପିଅନ ଡୋମାରାଜୁ ଗୁକେଶ ନରୱେ ଚେସ୍ ୨୦୨୫ ଟୁର୍ଣ୍ଣାମେଣ୍ଟର ଷଷ୍ଠ ରାଉଣ୍ଡରେ ପୂର୍ବତନ ବିଶ୍ୱ ନମ୍ବର ୱାନ୍ ମାଗନସ୍ କାର୍ଲସେନଙ୍କ…
Read More...
Read More...
ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କ ୨ ଗୋଡ଼ କାଟି ଦେଲେ
ଇସଲାମାବାଦ୍, : ପାକିସ୍ତାନର ଜଣେ ହିନ୍ଦୁ କ୍ରିକେଟର ତାଙ୍କର ଦୁଇଟି ଗୋଡ ହରାଇଛନ୍ତି । ମୋହିନ୍ଦର କୁମାର ନାମକ ଏହି କ୍ରିକେଟର ପାକିସ୍ତାନ ପାଇଁ ପ୍ରଥମ ଶ୍ରେଣୀ ଏବଂ…
Read More...
Read More...