Browsing Category

World

ଘାନାର ଜାତୀୟ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩ା୭: ଗୁରୁବାର ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ…
Read More...

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଉପଲବ୍ଧ ହେବ ଆଡ଼ପ ଅଭଡ଼ା

ପୁରୀ, ୨୯ା୬ : ନବଦିନ ଯାତ୍ରାରେ ବାହାରିଥିବା ରଥାରୁଢ଼ ଦାରୁ ବିଗ୍ରହମାନେ ରବିବାର ଗୋଟିପହଣ୍ଡିରେ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି । ଦାରୁ ବିଗ୍ରହମାନଙ୍କ ଧାଡ଼ି ପହଣ୍ଡି…
Read More...

ପଡ଼ିଆ ମଝିରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ, ୯ା୬ : ଫୁଟବଲ୍ ବାଦ୍ଶାହା କ୍ରିଷ୍ଟିଆନୋ ରୋନାଲ୍ଡୋ ପଡ଼ିଆରେ ଭାବପ୍ରବଣ ହୋଇପଡ଼ିଛନ୍ତି । ଏହି ଲୁହ ଆନନ୍ଦର ଥିଲା । ପର୍ତ୍ତୁଗାଲ ନେସନ୍ସ ଲିଗର ଫାଇନାଲରେ…
Read More...

ଫ୍ରେଞ୍ଚ ଓପନ: ଫାଇନାଲରେ ବିଶ୍ୱର ୧ନଂ ସିନରଙ୍କୁ ହରାଇ ଅଲକାରାଜ ଚାମ୍ପିଅନ୍

ପ୍ୟାରିସ, ୯ା୮ : ବିଶ୍ୱର ଏକ ନମ୍ବର ଖେଳାଳି ଜାନିକ ସିନରଙ୍କୁ ୪-୬, ୬-୭ (୪-୭), ୬-୪, ୭-୬ (୭-୪), ୭-୬ (୧୦-୨) ସେଟରେ ପରାଜିତ କରି ଦୁଇ ନମ୍ବର ଖେଳାଳି କାର୍ଲୋସ…
Read More...

ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟ: ୱାର୍ଲ୍ଡ ନଂ ୧ ଖେଳାଳିଙ୍କୁ ହରାଇଲେ ଡି ଗୁକେଶ

ନୂଆଦିଲ୍ଲୀ, ୨ା୬ : ବିଶ୍ୱ ଚେସ୍ ·ମ୍ପିଅନ ଡୋମାରାଜୁ ଗୁକେଶ ନରୱେ ଚେସ୍ ୨୦୨୫ ଟୁର୍ଣ୍ଣାମେଣ୍ଟର ଷଷ୍ଠ ରାଉଣ୍ଡରେ ପୂର୍ବତନ ବିଶ୍ୱ ନମ୍ବର ୱାନ୍ ମାଗନସ୍ କାର୍ଲସେନଙ୍କ…
Read More...

ଚୀନ୍‌ ପରିଚାଳିତ ୧୦୦ରୁ ଅଧିକ ୱେବସାଇଟ୍‌କୁ ନିଷିଦ୍ଧ କରିବ ଭାରତ

ନୂଆଦିଲ୍ଲୀ: ପୁଞ୍ଜିନିବେଶ ସମ୍ବନ୍ଧୀୟ ଦୁର୍ନୀତି ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ୧୦୦ରୁ ଅଧିକ ଚୀନ୍‌ ୱେବସାଇଟ୍‌କୁ ନିଷିଦ୍ଧ କରିବା ପାଇଁ ସରକାର ପ୍ରକ୍ରିୟା…
Read More...

ରାଜ୍ୟ ସହିତ ବିଶ୍ୱକୁ ଯୋଡୁଛି ଓଡିଶାର ଗ୍ରାମୀଣ ହସ୍ତ-ବୟନଶିଳ୍ପ

ନୂଆଦିଲ୍ଲୀ/ଭୁବନେଶ୍ୱର, : ଓଡିଶାର ଗ୍ରାମୀଣ ହସ୍ତଶିଳ୍ପୀ ଓ ବୟନଶିଳ୍ପୀମାନଙ୍କୁ ବିଶ୍ୱ ବଜାର ସୁବିଧା ଉପଲବ୍ଧ କରି ସେମାନଙ୍କୁ ସ୍ଥାୟୀ ଜୀବିକା ସୁଯୋଗ ଦେବା,…
Read More...

ଗାଜାରୁ ସୁରକ୍ଷିତ ଉଦ୍ଧାର ହେଲେ ଭାରତୀୟ ମହିଳା

ଜେରୁଜେଲମ୍‌: ଇସ୍ରାଏଲ୍‌ ଓ ହମାସ ଯୁଦ୍ଧ ମଧ୍ୟରେ ଗାଜାରେ ଫଶି ରହିଥିବା ଜଣେ ଭାରତୀୟ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କାଶ୍ମୀରର ଏହି ମହିଳା ଯୁଦ୍ଧଗ୍ରସ୍ତ…
Read More...

ଭାରତ-ଆମେରିକା ମିଳିତ ଭାବେ ଚୀନ୍‌କୁ ଦେବେ ଟକ୍କର

ଆମେରିକା: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେ (ଭାରତ-ଆମେରିକା) ଭାରତ ସହ ଅନ୍ତରୀକ୍ଷରୁ ନେଇ ସମୁଦ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ…
Read More...

ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ

କୋଲକାତା,୫ା୧୧ : କୋଲକାତାର ଐତିହାସିକ ଇଡେନଗାଡେନ୍ସଠାରେ •ଲିଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହାସହିତ…
Read More...