ବିଜେପି ମଣ୍ଡଳ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ

0 100

ଆଠମଲ୍ଲିକ, ; ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଷୋଳପଦା ଅଞ୍ଚଳ ଠାକୁରଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଭ୍ୟ ମାନଙ୍କ ସୌଜନ୍ୟ ରେ ଠାକୁରଗଡ଼ ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ଓ ଦୀନବନ୍ଧୁପୁର ଗ୍ରାମ ର ଖେଳ ପଡିଆ ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଆମ୍ବ, ଜାମ୍ବୁ, ଲିମ୍ବ, ହରିଡା, ବାହାଡ଼ା, ପିଜୁଳି ୨୦୦ ସହ ରୁ ଉର୍ଦ୍ଧ ନୂତନ ଚାର ରୋପଣ କରାଯାଇଛି l ଏଥିରେ ଜିଲ୍ଲା ବିଜେପି ଉପ ସଭାପତି ଅର୍ଜୁନ ସାହୁ ,ଠାକୁରଗଡ଼ ବିଜେପି ମଣ୍ଡଳ ସଭାପତି ସୁଜିତ କୁମାର ଦେହୁରୀ, ସଂଘ ର ସମ୍ପାଦକ ରଘୁନାଥ ରଣା, ଧଣ୍ଡାତୋପା ବନପାଳ ଗୌରଚନ୍ଦ୍ର ଦନ୍ତା, ବନରକ୍ଷୀ ଆନନ୍ଦିତା ଦାସ ସହଯୋଗୀ ରଞ୍ଜିତ କୁମାର ଧଳ, ନବ କୁମାର ସାହୁ ସମେତ ଦୁଃଶାସନ ନାୟକ, ଗ୍ରାମବାସୀ, ଅଙ୍ଗନୱାଡ଼ି କର୍ମୀ  ଦଳୀୟ କର୍ମୀ ଅଜିତ କୁମାର ମିଶ୍ର, ପୂର୍ବତନ ମଣ୍ଡଳ ସଭାପତି ଅର୍ଜୁନ କୁମାର ସାହୁ, ଚୈତନ୍ୟ ସାହୁ , ଦୁଃଶାସନ ନାୟକ, ତ୍ରିପୁର ପ୍ରଧାନ, ଗଙ୍ଗାଧର ସାହୁ, ମିଲୁ ପ୍ରଧାନ, କୃଷ୍ଣ ଚନ୍ଦ୍ର ଭୋଇ, ସୁମନ ଭୋଇ, ବୁଲୁ ଭୋଇ, ମନୋଜ କୁମାର ସାହୁ, ଦିବ୍ୟରଞ୍ଜନ ସାହୁ, ଲକ୍ଷ୍ମଣ କୁମାର ସାହୁ,, ଚନ୍ଦ୍ରମଣି ସାହୁ, ବାବୁଲି ବେହେରା , କାଳନ୍ଦୀ ଭୋଇ, ଆଦିତ୍ୟ କୁମାର ସେଠୀ, ନାରାୟଣ ପ୍ରଧାନ, ବିଷ୍ଟ୍ନୁ ଚନ୍ଦ୍ର ପ୍ରଧାନ,, ଅଭିମନ୍ୟୁ ମାଝୀ, ଜମ୍ବେଶ୍ଵର ସାହୁ, ରୋହିତ କୁମାର ସାହୁ, ପ୍ରଣବ ମିଶ୍ର, ଦୁଃଖବନ୍ଧୁ ପୃଷ୍ଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l

Leave A Reply

Your email address will not be published.