ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷିବ !
ଭୁବନେଶ୍ୱର, ଡୁମାଣୀଖବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆଜି ଦକ୍ଷିଣ ଓଡ଼ିଶା ଓ!-->…
Read More...
Read More...
କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାରଙ୍କ ନୂଆ ଗାଇଡ୍ଲାଇନ୍ସ, କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ରାଜ୍ୟ ସରକାର ନୂଆ ଗାଇଡ୍ଲାଇନ୍ସ ଜାରି କରିଛନ୍ତି। ଜାରି ହୋଇଥିବା!-->…
Read More...
Read More...
ଆଖଁ ମାରେ’ ଗୀତରେ ସୁସ୍ମିତାଙ୍କ ଡ୍ୟାନ୍ସ ଧମାଲ
ସୁସ୍ମିତା ସେନ୍ ଖୁବ୍ଶୀଘ୍ର ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି । ହଟ୍ଷ୍ଟାରର ଅରିଜିନାଲ୍ ସିରିଜ୍ ‘ଆର୍ଯ୍ୟା’ରେ!-->…
Read More...
Read More...
ହ୍ୟାପି ବାର୍ଥ ଡେ’ ‘ମେରି ଜାନ୍’
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ସୋମବାର ନିଜ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଏହି ଜନ୍ମଦିନକୁ ଆଉ ଟିକିଏ ଖାସ୍ ଅନ୍ଦାଜରେ ପାଳନ କରିଥିବା ଜଣାଯାଇଛି । ଏକ!-->…
Read More...
Read More...
୧୦ହଜାର ଓଧଙ୍କୁ ହତ୍ୟା କରିବାକୁ ନିର୍ଦେଶ
ନେଦରଲାଣ୍ଡ: ପ୍ରଥମେ ବାଦୁଡ଼ିରୁ କରୋନା ଉତ୍ପତ୍ତି ହେଉଥିବା କିଛି ଦାବି କରୁଥିବାବେଳେ ଏହାକୁ ନେଇ ଏ ପର୍ଯ୍ୟନ୍ତ ସଠିକ୍ ପ୍ରମାଣ ମିଳିନାହିଁ । ତେବେ ନେଦରଲାଣ୍ଡରେ!-->…
Read More...
Read More...
ଲଦାଖ ସୀମାରେ ଚୀନ୍ର ମାଳ ମାଳ ହେଲିକପ୍ଟର, ଉତ୍ତେଜନା ବୃଦ୍ଧି ଲକ୍ଷ୍ୟରେ ଚୀନ୍!
ଲଦାଖ : ଭାରତ ଓ ଚୀନ୍ ମଧ୍ୟରେ ଏବେବି ସୀମା ଲଢ଼େଇ ଜାରି ରହିଛି । ଲଦାଖ ଅଞ୍ଚଳରେ ଦୁଇ ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ତେବେ ଦୁଇ ଦେଶ ମଧ୍ୟରେ!-->…
Read More...
Read More...
ନିରାପତ୍ତା ନେଇ ସିଡିଏସ୍ଙ୍କ ସହ ରାଜନାଥଙ୍କ ଆଲୋଚନା
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହ ବିବାଦ ·ଲିଥିବା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍!-->…
Read More...
Read More...
ସତ ଓଗାଳିଲା ପାକିସ୍ତାନ, କାଶ୍ମୀରକୁ ଭାରତର ଅଂଶ ବୋଲି ଦର୍ଶାଇଲା
ନୂଆଦିଲ୍ଲୀ : ସର୍ବଦା ମିଛ କହି ଶେଷରେ ଧରାପଡ଼ୁଥିବା ପାକିସ୍ତାନ ଏଥର କିନ୍ତୁ ପ୍ରକୃତ ସତ୍ୟ ଓଗାଳିଛି । ପିଟିଭି ପାକିସ୍ତାନ ଜନସଂଖ୍ୟା ଦର୍ଶାଇବାବେଳେ ଟିଭିରେ!-->…
Read More...
Read More...
କେଜ୍ରିୱାଲ ଅସୁସ୍ଥ; ହେବ କରୋନା ଟେଷ୍ଟ
ନୂଆଦିଲ୍ଲୀ: କରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀ ମହାନଗର ପାଇଁ ପୁଣି ଏକ ଖରାପ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନାହିଁ। ରବିବାର!-->…
Read More...
Read More...
ଆରମ୍ଭ ହେଲା +୨ ଅଫଲାଇନ୍ ଖାତା ଦେଖା
ଭୁବନେଶ୍ୱର, ଡୁମାଣୀଖବର : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା। କଳା, ବାଣିଜ୍ୟ ଓ!-->…
Read More...
Read More...